ଆସନ୍ତାକାଲି ଅପରାହ୍ଣ ୪ଟା ବେଳେ ପ୍ରକାଶ ପାଇବ +୨ ଓ ଧନ୍ଦାମୂଳକ ପରୀକ୍ଷା ଫଳ, ୱେବ୍ସାଇଟ୍ରେ ଦେଖିପାରିବେ
ଭୁବନେଶ୍ବର: ଆସନ୍ତାକାଲି ବୁଧବାର ପ୍ରକାଶ ପାଇବ +୨ ପରୀକ୍ଷାଫଳ । ଅପରାହ୍ଣ ୪ଟା ବେଳେ ପ୍ରକାଶ ପାଇବ ପରୀକ୍ଷାଫଳ । ଏକା ସଙ୍ଗେ କଳା, ବାଣିଜ୍ୟ ଓ ବିଜ୍ଞାନ ଫଳାଫଳ ପ୍ରକାଶ ପାଇବ ବୋଲି ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି । ଧନ୍ଦାମୂଳକ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ । ଚଳିତ ବର୍ଷ ୩…