Browsing Tag

2 jawans martyred

ଜମ୍ମୁ-କାଶ୍ମୀରରେ ଅପରେସନ୍ ଅଖାଲ ସମୟରେ ୨ ଯବାନ ସହିଦ, ଅଗଷ୍ଟ ୧ରୁ ଚାଲିଛି ଆଣ୍ଟିଟେରର୍ ଅପରେସନ୍  

ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାର ଅଖାଲ ଜଙ୍ଗଲ ଅଞ୍ଚଳରେ ୯ ଦିନ ଧରି ଚାଲିଛି ଏନକାଉଣ୍ଟର । ଯାହାର ନାମ ଅପରେସନ ଆଖାଲ । ଏହାରି ମଧ୍ୟରେ କୁଲଗାମରେ ଗୁଳିଚାଳନା ଯୋଗୁଁ ୪ଜଣ ସୈନିକ ଆହତ ହୋଇଥିବାବେଳେ ୨ଜଣ ସୈନିକ ସହିଦ ହୋଇଛନ୍ତି । ଏହା ବ୍ୟତୀତ ୩ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି ।…

ଜମ୍ମୁ କାଶ୍ମୀର ଅନନ୍ତନାଗରେ ଏନକାଉଣ୍ଟର, ଦୁଇ ଯବାନ ସହିଦ

ଜମ୍ମୁ କାଶ୍ମୀର ଅନନ୍ତନାଗରେ ଏନକାଉଣ୍ଟର । ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଅନନ୍ତନାଗ ଜିଲ୍ଲାର ଆହ୍ଲାନ ଗାଗରମାଣ୍ଡୁ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ବେଳେ ସହିଦ ହୋଇଛନ୍ତି ୨ ଯବାନ । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ…

ଛତିଶଗଡ଼ର ସିଲଗେର ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ପୋରଣ, ୨ ଯବାନ ସହିଦ

ମାଲକାନଗିରି : ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସିଲଗେର ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ପୋରଣ । ଏହି ଘଟଣାରେ ଦୁଇ ଯବାନ ସହିଦ ହୋଇଥିବା ବେଳେ ଆଉ କିଛି ଯବାନ ଗୁରୁତର ହୋଇଛନ୍ତି । ଟ୍ରକ ଯୋଗେ ଯବାନ ଯାଉଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ପୋରଣ ଘଟିଥିଲା । ନକ୍ସଲମାନେ ପଡୋଶୀ ଛତିଶଗଡ଼ର ସୁକମା…