ଅସ୍ତ୍ର ଛାଡ଼ିଲେ ୨ ହାର୍ଡକୋର ମାଓବାଦୀ, ଦୁଇ ଜଣଙ୍କ ନାଁରେ ଥିଲା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି
ନୂଆପଡା : ମାଓ ମୂଳପୋଛ ପାଇଁ ପାଖୋଉଛି ଡେଡ୍ ଲାଇନ । ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ । ଛତିଶଗଡ଼ ଗରିଆବନ୍ଧରେ ଆଜି ଦୁଇ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ସନ୍ତୋଷ ଓରଫ ଲାଲପବନ୍ ଓ ମଞ୍ଜୁ ଓରଫ ନନ୍ଦେ । ଏସଡିକେ ଏରିଆ କମିଟି ସଦସ୍ୟ ସନ୍ତୋଷ…