ବାଣୀବିହାରରେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ଘଟଣାରେ ଦୁଇ ଗିରଫ
ଭୁବନେଶ୍ୱର(କେନ୍ୟୁଜ୍) : ବାଣୀବିହାରରେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଦୁଇ ଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ମାନସ ସାହୁ ଓ ସଞ୍ଜୟ ମଲ୍ଲିକ । ଉଭୟ ଅଣଛାତ୍ର ହୋଇଥିବା ପୋଲିସ ସୂଚନା ଦେଇଛି । ଗତକାଲି ଉତ୍କଳ…