ସରକାର ଜାରୀ କଲେ ଆଲର୍ଟ, ଫେକ୍ ଆପ୍ସ ଜରିଆରେ ଆପଣଙ୍କ ସହ ହେଉଛି ଠକାମୀ
ଆଣ୍ଡ୍ରଏଡ୍ ଓ ଆଇଫୋନ୍ ୟୁଜର୍ସଙ୍କୁ ଗୃହ ମନ୍ତ୍ରାଳୟର ଚେତାବନୀ । ଗୃହ ମନ୍ତ୍ରାଳୟ ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ୟୁଜର୍ସଙ୍କୁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଡିଜାଇନ୍ ହୋଇଥିବା ଆପ୍ସକୁ ନେଇ ଆଲର୍ଟ ଜାରୀ କରିଛି । ଏହି ଆପ୍ଲିକେସନଗୁଡିକର ଚିହ୍ନଟ ହୋଇସାରିଛି ଓ ତାହାକୁ ସାଇବର ଦୋସ୍ତରେ ଲିଷ୍ଟ କରାଯାଇଛି, ଯାହାକି ସାଇବର ସୁରକ୍ଷା ଏବଂ ସାଇବର ସିକ୍ୟୁରିଟୀ ଆୱେରନେସ୍ ହ୍ୟାଣ୍ଡେଲ ।
ଗୃହ ମନ୍ତ୍ରଣାଳୟ…
Read More...