ପୁଅକୁ ପାସ କରେଇବାକୁ ଚାହୁଁଛନ୍ତି ? ତେବେ ୧୨ହଜାର ଟଙ୍କା ଦିଅନ୍ତୁ
ସୁବର୍ଣ୍ଣପୁର: ପୁଅକୁ ପାସ କରେଇବାକୁ ଚାହୁଁଛନ୍ତି ? ତେବେ ୧୨ହଜାର ଟଙ୍କା ଦିଅନ୍ତୁ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଜୁନିଅର କଲେଜ ଛାତ୍ର ଛାତ୍ରୀଙ୍କୁ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ପରୀକ୍ଷାରେ ପାସ କରାଇବା ପାଈଁ ବଟାନି ଅଧ୍ୟାପକ ରୋହିତ ଧରୁଆ ଜଣେ ଛାତ୍ରର ଅଭିଭାବକଙ୍କୁ ଟଙ୍କା…