Odisha News
.
Browsing Tag

2

ଜାଣନ୍ତୁ କାହିଁକି ଅମିତାଭ ଦେଉଛନ୍ତି ଏହି ବ୍ୟକ୍ତିମାନଙ୍କୁ ୨ କୋଟି ଟଙ୍କା !

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଘୋଷଣା କରିଛନ୍ତି , ସେ ଭାରତୀୟ ସେନାରେ ଶହୀଦ ଜବାନଙ୍କ ବିଧବା ସ୍ତ୍ରୀ ଏବଂ ଦେଶର କୃଷକ ମାନଙ୍କୁ ଆର୍ଥିକ ସାହାଯ୍ୟ କରିବେ । ଅମିତାଭ ବଚ୍ଚନ ଏହିଭଳି ସମାଜିକ କାର୍ୟ୍ୟରେ ବହୁତ ଦିନରୁ ଜଡିତ ଅଛନ୍ତି । ବିଗ ବି ପୋଲିଓ ନିବାରଣ,ଟିବି ନିରୋଧକ ଅଭିଯାନ,ଏବଂ…