Browsing Tag

2019 election

ହରିୟାଣାରେ ବିଜେପିକୁ ଝଟକା, ମ୍ୟାଜିକ୍‌ ନମ୍ବର ପାର ନକରି ରହିଲା ଝୁଲାରେ, ଅନ୍ୟଦଳ ସାଜି ପାରନ୍ତି କିଙ୍ଗ ମେକର

କେନ୍ୟୁଜ୍(ବ୍ୟୁରୋ): ହରିୟାଣା ମ୍ୟାଜିକ୍‌ ଫିଗର ଥିଲା ୪୫। ଏହାକୁ କିନ୍ତୁ ପାର କରିପାରିନି ଶାସକ ବିଜେପି। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପାଇଁ ରେଜଲ୍ଟ ଖଟା ଖବର ଆଣିଛି। କଂଗ୍ରେସ ଦେଲା କଡା ଟକ୍କର। ୨୦୧୪ଠାରୁ ଦଳର ପ୍ରଦର୍ଶନରେ ଉନ୍ନତି ଆସିଛି। କିନ୍ତୁ ହାତ ବି ଧରିପାରିଲାନି ୪୫।…

କର୍ଣ୍ଣାଟକ ରାଜନୀତି ସରଗରମ, ସରକାର ଗଠନ ପାଇଁ ବିଜେପିର ସଜବାଜ

କର୍ଣ୍ଣାଟକରେ ଏଚ.ଡି. କୁମାରସ୍ୱାମୀଙ୍କ ସରକାର ଭାଙ୍ଗିବା ପରେ ରାଜନୀତି ସରଗରମ ହୋଇଛି। ବିଜେପି ନେତା ବି.ଏସ. ୟେଦୁରୁପ୍ପା ସରକାର ଗଠନ ପାଇଁ ସଜବାଜ ହେଉଛନ୍ତି। ୟେଦୁରୁପ୍ପା କହିଛିନ୍ତି, କର୍ଣ୍ଣାଟକରେ ଏବେଠାରୁ ବିକାଶର ନୂଆ ଯୁଗ ଆରମ୍ଭ ହେବ। ତେବେ ସରକାର ଗଠନ ପାଇଁ ସେ ଏବେ ବିଜେପି…

ପାଟକୁରା ପଲିଟିକ୍ସ : ନିର୍ବାଚନ ତାରିଖ ଘୋଷଣା ପରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି ନେତା

ନିର୍ବାଚନ ତାରିଖ ଘୋଷଣା ପରେ ଚଳଚଞ୍ଚଳ ପାଟକୁରା ପଲିଟିକ୍ସ। ଗାଁ ଗାଁରେ ପହଞ୍ଚି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି ନେତା। ଏହି ଆସନ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ବିଜେଡିରୁ ପ୍ରାର୍ଥୀ ଅଛନ୍ତି ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ…

ଅନ୍ୟ ଦଳରୁ ଆସି ବିଜେଡିରୁ ଜିତିଥିବା ନେତାଙ୍କୁ ନିରାଶ କରି ନାହାନ୍ତି ନବୀନ, ମନ୍ତ୍ରିମଣ୍ଡଳରେ ମିଳିଛି ସ୍ଥାନ

ନିର୍ବାଚନ ବେଳେ ଦଳବଦଳ କରି ବିଜେଡି ଟିକେଟରେ ଜିତିଥିବା ବିଧାୟକଙ୍କୁ ନିରାଶ କରିନାହାନ୍ତି ନବୀନ । ମନ୍ତ୍ରିମଣ୍ଡଳରେ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ସ୍ଥାନ ମିଳିଛି। ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଦ୍ୱାରା ଭିନ୍ନ ବାର୍ତ୍ତା ଦେବାକୁ ବିଜେଡି…

ଦେଢ଼ ବର୍ଷରେ ତୃତୀୟ ନିର୍ବାଚନ ଦେଖିବ ବିଜେପୁର, ପୁଣି ବିଜେଡି-ବିଜେପି ଲଢେଇ

ଦେଢ଼ ବର୍ଷ ଭିତରେ ତୃତୀୟ ଥର ନିର୍ବାଚନ ଦେଖିବ ବିଜେପୁର। ଏହି ସିଟ୍କୁ ପୁଣି ହାତେଇବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହେବ। ପଶ୍ଚିମ ଓଡ଼ିଶାରେ ବିଜେଡିର ସପୋର୍ଟ ବେସ୍ ବଢ଼ାଇବାକୁ ବିଜେପୁରରୁ ଲଢିବାକୁ ନବୀନ ଘୋଷଣା କରିଥିଲେ। ନିର୍ବାଚନ ଲଢି ବିଜୟୀ ହେଲେ। ଏବେ ସେ ବିଜେପୁର ସିଟ୍ ଛାଡିବା…

ଭୁବନେଶ୍ବର ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ଆଗୁଆ, ୯ଟି ସିଟ ଆଗୁଆ ରହିଛି ବିଜେପି

ଭୁବନେଶ୍ବର(କେନ୍ଯୁଜ୍) :୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପାଇଁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ସକାଳ ୮ଟାରୁ ଆରମ୍ଭ ହୋଇଛି କାଉଣ୍ଟିଂ । ୫୪୨ଟି ଲୋକସଭା ଓ ୪ ରାଜ୍ୟର ବିଧାନସଭା ପାଇଁ ଭୋଟ୍ ଗଣତି । ରାଜ୍ୟର ୬୩ଟି କାଉଣ୍ଟିଂ ସେଣ୍ଟରରେ କାଉଣ୍ଟିଂ ଜାରି ରହିଛି । ମର୍ଯ୍ୟଦାଜନକ…

କେନ୍ଦ୍ରରେ କିଏ ଗଢ଼ିବ ସରକାର ? ଆଜି ବସୁଛି ଏନଡିଏ ସହଯୋଗୀଙ୍କ ବୈଠକ

୨୩ରେ ଆସିବ ସାଧାରଣ ନିର୍ବାଚନ ଫଳାଫଳ । ରେଜଲ୍ଟକୁ ନେଇ ଆଶା ଆଶାଙ୍କାରେ ବିଭିନ୍ନ ରାଜନୈତିକ ଦଳ ଓ ନେତା । ଭୋଟ ଗଣତିର ୨ଦିନ ପୂର୍ବରୁ ଦିଲ୍ଲୀରେ ଆଜି ବିଜେପି ନେତୃତ୍ୱାଧୀନ ଏନଡିଏର ଏକ ବୈଠକ ବସିବ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗ…

ମୋଦିଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ଟିଏମସି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେଦାରନାଥ ଯାତ୍ରାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କେଦାରନାଥ ଯାତ୍ରାକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି ତୃଣମୂଳ କଂଗ୍ରେସ । ମୋଦିଙ୍କ କେଦାରନାଥ ଯାତ୍ରାର ଟିଭିରେ ପ୍ରସାରଣ କରିବା ନିର୍ବାଚନ ଆଚରଣ ବିଧିର ଉଲଂଘନ ବୋଲି ନିର୍ବାଚନ…

କାଲି ରାଜ୍ୟର ବିଭିନ୍ନ ଜିଲ୍ଲାର ୩୪ଟି ବୁଥରେ ହେବ ସାନି ଭୋଟ୍

ଭୁବନେଶ୍ବର (କେନ୍ୟୁଜ୍) : କାଲି ରାଜ୍ୟର ବିଭିନ୍ନ ଜିଲ୍ଲାର ୩୪ଟି ବୁଥରେ ହେବ ସାନି ମତଦାନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ବୁଥରେ ପହଞ୍ଚିଲେଣି ପୋଲିଂ ଅଧିକାରୀ । ତୃତୀୟ ପର‌୍ୟ୍ୟାୟର ୧୨ଟି ଏବଂ ଚତୁର୍ଥ ପର‌୍ୟ୍ୟାୟର ୨୨ଟି ବୁଥରେ ହେବ ପୁନଃ ଭୋଟିଂ । ସକାଳ ୭ଟାରୁ ଆରମ୍ଭ ହୋଇ…

ଆଜି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ, ୭ ରାଜ୍ୟର ୫୯ ଆସନ ପାଇଁ ଚାଲିଛି ଭୋଟିଂ

ଷଷ୍ଠ ପର୍ଯ୍ୟାୟରେ ୭ ରାଜ୍ୟର ୫୯ ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ୯୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଭୋଟର । ବିହାରର ୮, ହରିୟାଣାର ୧୦, ଝାଡ଼ଖଣ୍ଡର ୪, କେରଳର ୮, ଉତ୍ତରପ୍ରଦେଶର ୧୪, ପଶ୍ଚିମବଙ୍ଗର ୮ ଓ ଦିଲ୍ଲୀର ସମସ୍ତ ୭ଟି ଆସନ ପାଇଁ ମତ ସାବ୍ୟସ୍ତ କରୁଛନ୍ତି ଭୋଟର ।…

ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟ ଭୋଟିଂ : ଦିଲ୍ଲୀ, ୟୁପି, ହରିୟାଣ ସହ ୭ ରାଜ୍ୟର ୫୯ ଆସନ ପାଇଁ ହେବ ମତଦାନ

ଆସନ୍ତାକାଲି ଷଷ୍ଠ ପର‌୍ୟ୍ୟାୟ ମତଦାନ । ୭ ରାଜ୍ୟର ୫୯ ଆସନ ପାଇଁ ହେବ ଭୋଟିଂ । ଏହି ପର‌୍ୟ୍ୟାୟରେ ବହୁ କେନ୍ଦ୍ରମନ୍ତ୍ରୀ, ୪ ପୂର୍ବତନ ମୁଖ୍ୟମନ୍ତ୍ରୀ, ସ୍ପୋର୍ଟସ ଷ୍ଟାର ଓ ଭୋଜପୁରୀ ସିନେଷ୍ଟାର ମୈଦାନରେ ଅଛନ୍ତି । ତେବେ ଏହି ୫୯ ଆସନ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ୨୦୧୪…

ବଲିଉଡର ସୁପରଷ୍ଟାରଙ୍କ ସମେତ ମାଷ୍ଟରବ୍ଲାଷ୍ଟର କଲେ ମତଦାନ

ବଲିଉଡର ବିଗ୍ ବି ଅମିତାବ ବଚ୍ଚନ, ପତ୍ନୀ ଜୟା ବଚ୍ଚନ, ପୁଅ ଅଭିଶେକ ଓ ବୋହୂ ଐଶୟା ରାୟ ବଚ୍ଚନ ବି ମୁମ୍ବାଇରେ ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ପରିବାରର ସଦସ୍ୟ ଏକାଠି ଆସି ମୁମ୍ବାଇର ବୁଥ୍ ରେ ଭୋଟ ଦେଇଥିଲେ । ବଚ୍ଚନ ପରିବାରଙ୍କୁ ଦେଖବାକୁ ଫ୍ୟାନଙ୍କ ଭିଡ ଜମିଥିଲା । ଏପଟେ…