Browsing Tag

2023 asia cup

ଏସିଆ କପ୍ ଫାଇନାଲ: ଶ୍ରୀଲଙ୍କା ବ୍ୟାଟରଙ୍କ କି ଦୟନୀୟ ଅବସ୍ଥା କଲେ ସିରାଜ, ୫୦ ରନରେ ଅଲଆଉଟ୍

କଲମ୍ବୋ : ଏସିଆ କପ୍ ଫାଇନାଲ ମ୍ୟାଚ୍‌ରେ କଡ଼ା ମୁକାବିଲାକୁ ସମସ୍ତଙ୍କ ଅପେକ୍ଷା ଥିଲ । ହେଲେ ଘରୋଇ ଶ୍ରୀଲଙ୍କା ଦଳ ଏମିତି ଦୟନୀୟ ପ୍ରଦର୍ଶନ କରିବ ବୋଲି କେହି କଳ୍ପନା ବି କରି ନଥିଲେ । ଭାରତର ଯୁବ ପେସ୍‌ ବୋଲର୍‌ ମହମ୍ମଦ ସିରାଜ ଏମିତି କମାଲ କଲେ ଯେ ମାତ୍ର ୫୦ ରନରେ ଶ୍ରୀଲଙ୍କା ଅଲଆଉଟ୍ ।…

ଫିଲ୍ଡିଂ ବେଳେ ‘ଲୁଙ୍ଗି ଡ୍ୟାନ୍ସ’ ଗୀତରେ ନାଚିଲେ ବିରାଟ କୋହଲି, ଭିଡିଓ ଭାଇରଲ

ବିରାଟ କୋହଲି ମଇଦାନରେ ଟିକେ ଭିନ୍ନ ମୁଡରେ ରହିଥାନ୍ତି । ବ୍ୟାଟିଂ ସମୟରେ ଆକ୍ରାତ୍ମକ ମୁଡ ଏବଂ ଫିଲ୍ଡିଂ ସମୟରେ ମଜାଳିଆ ମୁଡରେ ରହିଥାନ୍ତି । ବିରାଟ ସବୁବେଳେ ଫିଲ୍ଡିଂ କରୁଥିବା ସମୟରେ ମସ୍ତି ମୁଡରେ ଡ୍ୟାନ୍ସ କରୁଥିବାର ନଜର ଆସିଥାନ୍ତି । ଆଉ ଭାରତ-ଶ୍ରୀଲଙ୍କା ମ୍ୟାଚରେ ଡ୍ୟାନ୍ସ…

ଭାରତ-ପାକିସ୍ତାନ ଏସିଆ କପ୍‌ : ବର୍ଷା ସାଜିଛି ବାଧକ, ହୋଇପାରେ ୨୦-୨୦ ମ୍ୟାଚ୍‌ !

ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ୍‌ ଆରମ୍ଭ ହୋଇପାରୁନାହିଁ । ମ୍ୟାଚକୁ ନେଇ ଫ୍ୟାନ୍ସ ଦ୍ୱନ୍ଦ୍ୱରେ ରହିଛନ୍ତି । ଗତକାଲି ବର୍ଷା ହେବାରୁ ଆଜି ରିଜର୍ଭ ଡେରେ ମ୍ୟାଚ୍‌ ହେବାକୁ ଥିଲା । କିନ୍ତୁ ବର୍ଷା ଯୋଗଁ ମ୍ୟାଚ୍‌ ହୋଇପାରୁନାହିଁ । ବର୍ଷା ନ ଛାଡିଲେ ହୁଏତ ୨୦-୨୦ ମ୍ୟାଚ ହୋଇପାରେ ।…

କାଲି ପୁଣି ଖେଳାଯିବ ଭାରତ- ପାକ୍ ଅବଶିଷ୍ଟ ମ୍ୟାଚ, ରିଜର୍ଭ ଡେରେ ହେବେ ମୁହାଁ ମୁହିଁ

କାଲି ଖେଳାଯିବ ଭାରତ- ପାକ୍ ଅବଶିଷ୍ଟ ମ୍ୟାଚ। ରିଜର୍ଭ ଡେରେ ମୁହାଁ ମୁହିଁ ହେବେ ଦୁଇପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ। କାଲି ଦିନ ୩ଟାରେ ଆଜି ବନ୍ଦ ରହିଥିବା ମ୍ୟାଚରୁ ଖେଳାଯିବ। ଆଜି ୨୪ ଓଭର ଗୋଟିଏ ବଲ ଖେଳାଯାଇଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ପିଚ୍ କୁ ଶୁଖାଯାଇ ନିରୀକ୍ଷଣ ପରେ ପୁଣି…

ଏସିଆ କପ୍‌ ୨୦୨୩ : ପୁଣି ସୁପର-୪ ମ୍ୟାଚରେ ମୁହାଁମୁହିଁ ହେବେ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକସ୍ତାନ, ଟିମକୁ ଫେରିଲେ…

ପୁଣି ଏକ ହାଇଭୋଲଟେଜ ମ୍ୟାଚ୍‌ ଦେଖିବା ପାଇଁ ଫ୍ୟାନ୍ସ ଚାହିଁ ରହିଛନ୍ତି । ଆସନ୍ତାକାଲି ଏସିଆ କପ୍ ସୁପର-୪ ଭାରତ-ପାକିସ୍ତାନ ମହାଲଢ଼େଇ । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଆସନ୍ତାକାଲି ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିପାରେ ଟିମ୍ ଭାରତ। ନେପାଳ ବିପକ୍ଷ…

ପାକିସ୍ତାନ-ବାଂଲାଦେଶ ଲାଇଭ ମ୍ୟାଚରେ କଟିଗଲା ଷ୍ଟାଡିୟମ ଲାଇଟ୍‌, ୧୫ ମିନିଟ ଯାଏଁ ଖେଳ ବନ୍ଦ

ହାରିସ ରୌଫ ଏବଂ ନସିମ ଶାହଙ୍କ ଦମଦାର ବୋଲିଂରେ ପାକିସ୍ତାନ ଏସିଆ କପ୍‌ ସୁପର-୪ ମ୍ୟାଚରେ ବାଂଲାଦେଶକୁ ୧୯୩ ରନରେ ହରାଇଛି । ମୁଶାଫିକୁର ରହିମ ଏବଂ ଶାକିବ ଅଲ ହସନଙ୍କ ଦମଦାର ଅର୍ଦ୍ଧଶତକ ବଳରେ ମଧ୍ୟ ଟିମ୍‌ ୩୮.୪ ବଲରେ ଅଲଆଉଟ୍‌ ହୋଇଯାଇଥିଲା । ହେଲେ ଏହି ମ୍ୟାଚରେ ଏମିତି କିଛି ଘଟିଥିଲା,…

ଏସିଆ କପ୍‌ : ନେପାଳ ଭଲ ଖେଳିଲା, ଏବେ ଭାରତ ପାଳି

ପାଲିକଲ : ଭାରତ ବିପକ୍ଷରେ ଏସିଆ କପ୍‌ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ନେପାଳ ୨୩୦ ରନ୍‌ (୪୮.୨ ଓଭର) କରି ଅଲଆଉଟ୍‌ ହୋଇଛି । ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ ନେଇଥିଲା । ନେପାଳର ଦୁଇ ଓପ୍ନର ଭଲ ଖେଳି ୬୫ ରନ୍‌ ଯୋଡ଼ିଥିଲେ । କୁଶଲ ୩୮ ଏବଂ ଆସିଫ ସେଖ ୫୮ ରନ୍‌ କରିଥିଲେ । ତେବେ ମଧ୍ୟଭାଗ…

ଏସିଆ କପ ମହାମୁକାବିଲା: ଆଜି ଭାରତ-ପାକିସ୍ତାନ ଲଢ଼େଇ, ହାଇଭୋଲଟେଜ୍ ହେବ ଟକ୍କର

(କେନ୍ୟୁଜ): ଏସିଆ କପରେ ଆଜି ମହାମୁକାବିଲା । ଭାରତ-ପାକିସ୍ତାନ ଲଢ଼େଇ । ହାଇଭୋଲଟେଜ୍ ଟକ୍କର ହେବ । ସାରା ଦେଶ ଓ ବିଶ୍ୱର କ୍ରିକେଟ ଫ୍ୟାନ ଏହି ମ୍ୟାଚ୍ ଉପରେ ନଜର ରଖିଛନ୍ତି । ଆଜି ଅପରାହ୍ଣ ୩ଟାରେ ଶ୍ରୀଲଙ୍କାର ପାଲକେଲ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଜିତି ଏସିଆ କପ୍ ଅଭିଯାନ…

ଏସିଆ କପ୍‌ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା, ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିବେନି କେଏଲ ରାହୁଲ

ଏସିଆ କପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଲା ବଡ ଝଟକା । ଏସିଆ କପ୍‌ ୨୦୨୩ର ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିବେନି କେଏଲ ରାହୁଲ । ପାକିସ୍ତାନ ଏବଂ ନେପାଳ ବିପକ୍ଷ ମ୍ୟାଚ୍‌ ଖେଳିନ ପାରନ୍ତି କେଏଲ ରାହୁଲ । ଟିମର ହେଡ କୋଚ ରାହୁଲ ଡ୍ରାବିଡ ଏ ନେଇ ସୂଚନା ଦେଇଛନ୍ତି । ବେଙ୍ଗାଲୁରୁ ଅଲୁରରେ…

ଏସିଆ କପ୍‌ ୨୦୨୩ ଉଦ୍‌ଘାଟନ ପାଇଁ ପାକିସ୍ତାନ ଯିବେ ବିସିସିଆଇ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ, ଓ୍ଵାଘା ବର୍ଡର ଦେଇ ଏଣ୍ଟ୍ରି…

ଏସିଆ କପ୍‌ ୨୦୨୩ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏସିଆ କପର ଉଦଘାଟନ ପାଇଁ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ପାକିସ୍ତାନ ଯିବେ । ପାକିସ୍ତାନ କ୍ରିକେଟ ବୋର୍ଡ କିଛିଦିନ ପୂର୍ବରୁ ବିସିସିଆଇର ସମସ୍ତ ପ୍ରମୁଖ ପଦାଧିକାରୀଙ୍କୁ ନିମନ୍ତ୍ରଣ ଦେଇଛି । ଆଉ…

ଏସିଆ କପ୍‌ ୨୦୨୩ ପାଇଁ ଭାରତୀୟ ଟିମ୍‌ ଘୋଷଣା: ରୋହିତ ଅଧିନାୟକ, ବୁମରା ଉପଅଧିନାୟକ, ଫେରିଲେ କେଏଲ ରାହୁଲ ଏବଂ ଶ୍ରେୟସ…

ଏସିଆ କପ୍‌ ୨୦୨୩ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି । ବିସିସିଆଇର ଚୟନକର୍ତ୍ତା ଟିମ୍‌ ଦିଲ୍ଲୀରେ ବୈଠକ କରି ଟୁର୍ଣ୍ଣାମେଣ୍ଟ ପାଇଁ ୧୭ ଜଣିଆ ଟିମ ଘୋଷଣା କରିଛି । ଏଥିରେ ସଞ୍ଜୁ ସାମସନଙ୍କୁ ବ୍ୟାକଅପ୍‌ ଭାବେ ରଖାଯାଇଛି । ରୋହିତଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ସେହିପରି ଜସପ୍ରୀତ…

ଇତିହାସରେ ପ୍ରଥମ ଥର ପାଇଁ ଟିମ୍‌ ଇଣ୍ଡିଆ ଜର୍ସିରେ ରହିବ ପାକିସ୍ତାନର ନାଁ, ଜାଣନ୍ତୁ କାହିଁକି

ଆଗାମୀ ଏସିଆ କପ୍‌ ୨୦୨୩ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ସ୍ପନସରସିପରେ ଖେଳାଯିବ । ଏସିଆ କପରେ ପ୍ରଥମ ଥର ପାଇଁ ଭାରତୀୟ ଟିମ୍‌ ଜର୍ସିରେ ପାକିସ୍ତାନ ନାମ ଲେଖାଯିବ । ୩୦ ଅଗଷ୍ଟରୁ ଆରମ୍ଭ ହେଉଥିବା ଏସିଆ କପରେ କିଛି ମ୍ୟାଚ ପାକିସ୍ତାନ ଏବଂ କିଛି ଶ୍ରୀଲଙ୍କାରେ ଖେଳାଯିବ । ପାକିସ୍ତାନ…