୨୦୨୪ ବର୍ଷ ପାଇଁ ଓସଜା ପୁରସ୍କାର ପାଇବେ ମହମ୍ମଦ ସହିଦ ଜବାର ଓ ପ୍ରତ୍ୟାଶା ରାୟ
ଭୁବନେଶ୍ବର (କେନ୍ୟୁଜ୍) : ଘୋଷଣା ହୋଇଛି ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ ବା ଓସ୍ଜାର ବାର୍ଷିକ ପୁରସ୍କାର । ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ସଫଳ ଫୁଟବଲ କୋଚ ମହମ୍ମଦ ସହିଦ ଜବାର ଏବଂ ଓଡ଼ିଶା ସନ୍ତରଣର ସଫଳତମ ଖେଳାଳି ପ୍ରତ୍ୟାଶା ରାୟ ଚଳିତ ବର୍ଷର ଓସ୍ଜାର ପୁରସ୍କାର ହାସଲ ପାଇବେ।…