ଭୁଶୁଡୁଛି ଲାଲଗଡ଼, ପୁଣି ୨୧ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ଭୁଶୁଡୁଛି ଲାଲଗଡ଼ । ପୁଣି ୨୧ ମାଓବାଦୀଙ୍କ ଆତ୍ମସମର୍ପଣ । ଛତିଶଗଡ଼ ବସ୍ତରରେ ୨୧ ମାଓବାଦୀ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆଗେଇ ଆସିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ୪ଜଣ ଡିଭିଜମ ଭାଇସ କମିଟି ସଦସ୍ୟ, ୯ ଜଣ ଏରିଆ କମିଟି ସଦସ୍ୟ ଏବଂ ଅନ୍ୟ ସମସ୍ତ ପାର୍ଟି…