ରାଜ୍ଯରେ ବଢିଲା ୫ଟି ମୁନିସିପାଲିଟି ଓ ୨୪ ଏନଏସି
ଭୁବନେଶ୍ୱର : ରାଜ୍ଯରେ ବଢିଲା ମୁନିସିପାଲିଟି ଓ ଏନଏସି ସଂଖ୍ୟା । ୫ଟି ମୁନିସିପାଲିଟି ଓ ୨୪ ଏନଏସି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବୌଦ୍ଧ ଜିଲ୍ଲାରେ ବୌଦ୍ଧଗଡ଼କୁ ମୁନିସିପାଲିଟି ଘୋଷଣା କରାଯାଇଥିବା ବେଳେ ଗଞ୍ଜାମର ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା ଏବଂ ମୟୂରଭଞ୍ଜ ଜିଲ୍ଲାର…