Browsing Tag

26/11 mumbai attack

୨୬/୧୧କୁ ପୂରିଲା ୧୩ ବର୍ଷ, ଯୁଦ୍ଧକାଳୀନ ଭିତ୍ତିରେ ମାମଲାର ଶୁଣାଣି କରିବାକୁ ପାକ୍‌ ଉପରେ ଚାପ ପକାଇଲା ଭାରତ

ମୁମ୍ବାଇ ଆତଙ୍କୀ ଆକ୍ରମଣକୁ ଆଜି ୧୩ ବର୍ଷ ପୂରିଛି। ୨୬ ନଭେମ୍ବର ୨୦୦୮ ଆଜିର ଦିନରେ ମୁମ୍ବାଇର ଛାତି ଉପରେ ଆତଙ୍କବାଦୀମାନେ ବିଭୀଷିକା ରଚିଥିଲେ। ଏହି ଅଚାନକ ଆକ୍ରମଣରେ ଶତାଧିକ ଲୋକ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଯବାନ ବି ସହିଦ ହୋଇଥିଲେ। ଆଜି ୧୩ ବର୍ଷ ପରେ ସାରା ଦେଶ…

୪ ଦିନ ଧରି ଚାଲିଥିଲା ଆତଙ୍କୀ ଲୀଳା, ଥରି ଉଠିଥିଲା ଦେଶର ଆର୍ଥିକ ରାଜଧାନୀ; ପୁଣି ଆତଙ୍କବାଦୀଙ୍କ କବଳରୁ ଏମିତି ରକ୍ଷା…

ତାରିଖ ୨୬ ନଭେମ୍ବର ୨୦୦୮, ଏହା ସେହି ଦିନ ଥିଲା, ଯେଉଁଦିନ ଲସ୍କର-ଏ-ତୈୟବାର ପାଖାପାଖି ୧୦ ଆତଙ୍କବାଦୀ ପୂରା ମୁମ୍ବାଇକୁ ଥରାଇ ଦେଇଥିଲେ। କୋଟି କୋଟି ଘର ଥରି ଉଠିଥିଲା। ଅଜମଲ କସାବ ସମେତ ଏହି ଆତଙ୍କବାଦୀମାନେ ଛତ୍ରପତି ମହାରାଜ ଟର୍ମିନସ୍‌ (CSMT), ତାଜ ମହଲ ପ୍ୟାଲେସ୍‌ ହୋଟେଲ, ହୋଟେଲ…

ସାମ୍ନାକୁ ଆସିଲା ପାକ୍‌ର ଅସଲି ଚେହେରା, ୨୬/୧୧ ମୁମ୍ବାଇ ଆକ୍ରମଣରେ ମୃତ ଆତଙ୍କୀଙ୍କ ପାଇଁ କରିବ ପ୍ରାର୍ଥନା

୧୨ ବର୍ଷ ପୂର୍ବେ ଅର୍ଥାତ୍‌ ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇ ଦୋହଲାଇ ଦେଇଥିଲା ଆତଙ୍କବାଦୀ ଆକ୍ରମଣ। ଆଜି ବି ସେ ଆକ୍ରମଣ କଥା ମନେ ପଡ଼ିଲେ ଛାତି ଥରିଯାଏ। ଏହି ଆତଙ୍କୀ ଆକ୍ରମଣରେ ବହୁ ପୋଲିସ କର୍ମଚାରୀଙ୍କ ସମେତ ଶତାଧିକ ସାଧାରଣ ଜନତା ବି ପ୍ରାଣ ହରାଇଥିଲେ। ସାରା ବିଶ୍ୱବାସୀ ଏହି ଆତ୍ମଘାତୀ…

୨୬/୧୧ ମୁମ୍ବାଇ ଆକ୍ରମଣ: ଭାରତ ଇତିହାସର ଏହି କଳାଦିନକୁ ବିତିଯାଇଛି ୧୨ ବର୍ଷ, ଆଜି ବି ଭୁଲି ହୋଇନି ସେହି ଛାତିଥରା…

ମୁମ୍ବାଇ: ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ଇତି ମଧ୍ୟରେ ଘଟଣାକୁ ପୂରିଯାଇଛି ୧୨ ବର୍ଷ। ଆଜି ସାରା ଦେଶ ୨୬/୧୧ ଆକ୍ରମଣର ୧୨ତମ ବାର୍ଷିକୀରେ ଶହୀଦ ବୀରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ୧୨ ବର୍ଷ ତଳେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଏହି…

ଏହାଥିଲା କସାଵର ଶେଷ ଭିଡିଓ, କହିଥିଲା କାହିଁକି ମୁମ୍ବାଇରେ ଘଟାଇଥିଲା ସଂହାରଲୀଳା

ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣକୁ ଆଜି ୧୧ ବର୍ଷ ପୂରଣ ହୋଇଛି । ଏହିଭଳି ଏକ ହୃଦୟବିଦାରକ ଘଟଣାକୁ ଦେଖି ଆଜିର ଦିନରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ୨୦୦୮ ମସିହାରେ ଘଟିଥିବା ଏହି ଘଟଣାରେ ପାକିସ୍ତାନୀ କସାବ ନାମକ ଜଣେ ଆତଙ୍କବାଦୀ ନିଜର ଅନ୍ୟ ୯ ଜଣ ସହଯୋଗୀଙ୍କ ସହ ସମୁଦ୍ରପଥରେ ଆସି…