Browsing Tag

2nd T20

ଦ୍ବିତୀୟ ଟି ଟ୍ବେଣ୍ଟି : ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ଜୟସ୍ବାଲ ଓ ଶିବମଙ୍କ ବିସ୍ଫୋରକ ଅର୍ଦ୍ଧଶତକ । ଆଫଗାନିସ୍ତାନ ବିପକ୍ଷରେ ଭାରତର ସିରିଜ ବିଜୟ । ଦ୍ବିତୀୟ ଟି ଟ୍ବେଣ୍ଟିରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ । ଇନ୍ଦୋରରେ ଖେଳାଯାଉଥିବା ୨ୟ ଟି-୨୦ରେ ଆଫଗାନିସ୍ତାନ ଦ୍ବାରା ରଖାଯାଇଥିବା ୧୭୩ ରନର ଲକ୍ଷ୍ୟକୁ ଭାରତ ୧୫.୪ ଓଭରରେ ୪…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଟି-୨୦ରେ ୫ ୱିକେଟରେ ହାରିଲା ଭାରତ

କେନ୍ୟୁଜ: ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ଟି-୨୦ରେ ୫ ୱିକେଟରେ ହାରିଲା ଭାରତ । DLS ପଦ୍ଧତିରେ ଦକ୍ଷିଣ ଆଫ୍ରିକା ମ୍ୟାଚ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୧୯ ଦଶମିକ ୩ ଓଭରରେ ୭ ୱିକେଟ ହରାଇ ୧୮୦ ରନ କରିଥିଲା । ରିଙ୍କୁ ସିଂ ଅପରାଜିତ ୬୮ ରନ ଓ ସୂର୍ଯ୍ୟ…

ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟି-୨୦ ମୁକାବିଲାରେ ଭାରତର ୬ ଓ୍ଵିକେଟରେ ବିଜୟ

ଲକ୍ଷ୍ନୌ: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟି-୨୦ ମୁକାବିଲାରେ ଭାରତ ୬ ଓ୍ଵିକେଟରେ ବିଜୟଲାଭ କରିଛି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦମଦାର ବୋଲିଂ ଓ ଫିଲ୍ଡିଂ ସତ୍ତ୍ୱେ ଭାରତ ପାଇଁ ବିଜୟ ସହଜ ହୋଇ ନଥିଲା । ଭାରତକୁ ବିଜୟ ପାଇଁ ଶେଷ ବଲ୍‌ ଯାଏ ଅପେକ୍ଷା କରିବାକୁ ପଡିଥିଲା…

ଦ୍ବିତୀୟ ଟି-୨୦: ଭାରତକୁ ୧୬ ରନ୍‌ରେ ପରାସ୍ତ କଲା ଶ୍ରୀଲଙ୍କା, ଜାନୁଆରି ୭ରେ ନିର୍ଣ୍ଣାୟକ ମୁକାବିଲା

ଦ୍ୱିତୀୟ ଟି-ଟେ୍ଵଣ୍ଟିରେ ଭାରତକୁ ୧୬ ରନ୍‌ରେ ପରାସ୍ତ କଲା ଶ୍ରୀଲଙ୍କା । ଅକ୍ଷର ପଟେଲଙ୍କ ବିସ୍ଫୋରକ ଇଂନିସ ସତ୍ୱେ ହାରିଲା ଭାରତ । ୨୦୭ ରନ୍‌ର ପିଛା କରୁଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ ହରାଇ ୧୯୦ ରନ କରିଥିଲା । ଏଥିସହ ୩ ମ୍ୟାଚ ବିଶିଷ୍ଟ ଟି-ଟେ୍ଵଣ୍ଟି ସିରିଜ ୧-୧ରେ…