ଦ୍ବିତୀୟ ଟି-୨୦ରେ ଭାରତର ରୋମାଂଚକର ବିଜୟ : ଇଂଲଣ୍ଡ ବିପକ୍ଷରେ ୨ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ
ଚେନ୍ନାଇରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦କୁ ୨ ୱିକେଟରେ ଜିତି ନେଇଛି ଟିମ୍ ଇଣ୍ଡିଆ । ଭ୍ରମଣକାରୀ ଦଳର୧୬୬ ରନ୍ ର ବିଜୟ ଲକ୍ଷ୍ୟକୁ ଘରୋଇ ଦଳ ୮ ୱିକେଟ ହରାଇ ହାସଲ କରିନେଇଛି । ଟପ୍ ଅର୍ଡର ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଅଭିଷେକ ଶର୍ମା ଫେଲ୍…