୩ ହାର୍ଡକୋର ମହିଳା ମାଓବାଦୀ ଗିରଫ
ମାଲକାନଗିରି : ୩ ହାର୍ଡକୋର ମହିଳା ମାଓବାଦୀ ଗିରଫ । ମାଲକାନଗିରି ଚିତ୍ରକୋଣ୍ଡା ଥାନା ଗୁଣ୍ଠାବେଡା ଜଙ୍ଗଲରୁ ୩ ହାର୍ଡକୋର ମହିଳା ମାଓବାଦୀଙ୍କୁ ଗିରଫ କରିଛି ପୋଲିସ । ପୋଲିସ ଓ DVF ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ଗିରଫ ହୋଇଛନ୍ତି ମାଓବାଦୀ । ୩ ମହିଳା ମାଓବାଦୀ ହେଲେ ସ୍ବପ୍ନା, କମଳା…