ଟାୱେଲ ଓ ତୁଳୀ ଧରାଇ ଦେଲା ହତ୍ୟାକାରୀକୁ : ଏକ ଅସାଧାରଣ ଅପରାଧ ମାମଲା
() ପ୍ରାୟ ୩୬ ବର୍ଷ ତଳେ ଘଟିଥିବା ଛାତି ଥରା ଘଟଣା । ୧୯୮୮ ମସିହା, କର୍ଣ୍ଣାଟକ ବେଙ୍ଗାଲୁରୁରେ ଘଟିଥିଲା ଡବଲ ମର୍ଡର । ଯାହା ସମଗ୍ର ରାଜ୍ୟକୁ ଥରାଇ ଦେଇଥିଲା । କର୍ଣ୍ଣାଟକ ବିଧାନସଭାଠାରୁ କିଛି କିଲୋମିଟର ଦୂରରେ । ହାଇପ୍ରୋଫାଇଲ ଅଞ୍ଚଳରେ ଥିବା ଏକ ଘର ଭିତରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ…