Browsing Tag

3d necklace pulse

ସଂକ୍ରମଣରୁ ବଞ୍ଚିବା ପାଇଁ NASA ଲଞ୍ଚ କଲା 3D ପ୍ରିଣ୍ଟେଡ ନେକ୍‌ଲେସ, ଯାହା ଦେବ ସତର୍କ ସୂଚନା

କରୋନା ଏବେ ଲଗାମ୍‌ ଛଡା ହୋଇଚାଲିଛି। ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ କିପରି ରୋକିହେବ ତାହାକୁ ନେଇ ସମଗ୍ର ଦୁନିଆର ଡାକ୍ତର ଏବଂ ବୈଜ୍ଞାନିକ ଦିନ ରାତି କାମ କରୁଛନ୍ତି। କରୋନା ଭ୍ୟାକସିନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ କରୋନା ଟୀକା…