Browsing Tag

3rd odi

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତିମ ଦିନିକିଆ, ଶେଷ ମ୍ୟାଚ ସହ ସିରିଜ୍ ହାତେଇବା ଲକ୍ଷ୍ୟରେ ହେବ କଡ଼ା ଟକ୍କର

(କେନ୍ୟୁଜ): ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଶେଷ ଦିନିକିଆ । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଉଭୟ ଦଳ ଗୋଟିଏ ଲେଖାଏଁ ଜିତିଥିବାରୁ ସ୍ଥିତି ସମାନ ରହିଛି। ଆଜି ପର୍ଲରେ ଖେଳାଯିବ ନିର୍ଣ୍ଣାୟକ ମ୍ୟାଚ୍ । ଉଭୟ ଦଳ ଆଜିର ମ୍ୟାଚ୍ ଜିତି ଶୃଙ୍ଖଳା କବଜା କରିବାକୁ ଚାହିଁବେ।…

ଇଣ୍ଡିଆ-ଅଷ୍ଟ୍ରେଲିଆ ଶେଷ ଦିନିକିଆ: ଭାରତ ପାଇଁ କର ବା ମର ସ୍ଥିତି; ସିରିଜ୍ କବଜା କରିବା ଲକ୍ଷ୍ୟରେ ଦୁଇ ଦଳ

ଆଜି ଭାରତ୍‌-ଅଷ୍ଟ୍ରେଲିଆ ଶେଷ ଦିନିକିଆ । ଚେନ୍ନାଇରେ ସାଢ଼େ ଗୋଟାଏରେ ମୁହାଁମୁହିଁ ହେବେ । ଉଭୟ ଦଳ ପାଇଁ ନିର୍ଣ୍ଣାୟକ ଲଢ଼େଇ । କର ବା ମର ମୁକାବିଲା । ବର୍ତ୍ତମାନ ସିରିଜ ୧-୧ରେ ବରାବର ରହିଛି । ଆଜି ମ୍ୟାଚ୍‌ ଯିଏ ଜିତିବ ସିଏ ହାତେଇବ ଓ୍ଵାନ୍‌ ଡେ ସିରିଜ । ଦ୍ୱିତୀୟ ଦିନିକିଆରେ ଭାରତ ୧୦…

ସିରିଜ ପୋଛିନେଲା ଭାରତ, ତୃତୀୟ ଦିନିକିଆରେ େଓ୍ଵଷ୍ଟଇଣ୍ଡିଜକୁ ୧୧୯ ରନରେ କଲା ପରାସ୍ତ

ଭାରତର କ୍ଲିନ୍‌ ସୁଇପ୍‌ । େଓ୍ଵଷ୍ଟଇଣ୍ଡିଜକୁ ମୂଳପୋଛ କଲା ଭାରତ । ତୃତୀୟ ଦିନିକିଆକୁ ବି ଜିତିନେଲା ଭାରତ । ତିନି ଟିକିଆ ସିରିଜକୁ ୩-୦ରେ ପୋଛି ନେଇଛି ଧାଓ୍ଵନ ବାହିନୀ । ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନିକିଆ ୧୧୯ରେ ରନରେ ଜିତିନେଇଛି ଭାରତ । େଓ୍ଵଷ୍ଟଇଣ୍ଡିଜ ସମ୍ମୁଖରେ ୨୫୭ରନର…

ତୃତୀୟ ଦିନିକିଆରେ ଭାରତ ଆଗରେ ୨୬୦ ରନ୍‌ର ବିଜୟଲକ୍ଷ୍ୟ ରଖିଲା ଇଂଲଣ୍ଡ

ମାଞ୍ଚେଷ୍ଟର : ଭାରତ ଓ ଇଂଲଣ୍ଡ ମଧ୍ୟରେ ଓଲଡ୍‌ ଟ୍ରାଫର୍ଡ଼ ଠାରେ ଚାଲିଛି ଗରୁତ୍ୱପୂର୍ଣ୍ଣ ତୃତୀୟ ଦିନିକିଆ ମ୍ୟାଚ୍‌ । ଟସ୍‌ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଉ ପ୍ରଥମେ ବ୍ୟାଟିଂ କରି ଘରୋଇ ଇଂଲଣ୍ଡ ଟିମ୍‌ ସବୁ ଓ୍ଵିକେଟ୍‌ ହରାଇ ୨୫୯ ରନ୍‌ ସ୍କୋର କରିଛି । ଚହଲ,…