Browsing Tag

4 YouTubers arrested

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ, ୪ ୟୁଟ୍ୟୁବରଙ୍କୁ ଗିରଫ ସାଇବର ଥାନା ପୋଲିସ

କଟକ : ବନ୍ଧା ହେଲେ ୪ ୟୁଟ୍ୟୁବର । ସ୍କୁଲ ସ୍ତରୀୟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ୪ ୟୁଟ୍ୟୁବରଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ଜ୍ୟୋତିରଞ୍ଜନ ବାରିକ, ବରଗଡ଼ ଅତାବିରାର ସାହିଲ କୁମାର ମିଶ୍ର,…