ଭରତପୁର ନିର୍ଯାତନା ମାମଲା, ଆଜି ୫ ପୋଲିସ ଅଧିକାରୀଙ୍କ ହୋଇପାରେ ପଲିଗ୍ରାଫ୍ ଟେଷ୍ଟ
ଭୁବନେଶ୍ୱର : ଭରତପୁର ହାଜତ ନିର୍ଯାତନା ମାମଲାରେ ଆଜି ୫ ପୋଲିସ ଅଧିକାରୀଙ୍କ ହୋଇପାରେ ପଲିଗ୍ରାଫ୍ ଟେଷ୍ଟ । ଏହି ପ୍ରକ୍ରିୟା ୨ରୁ ୩ ଦିନ ଲାଗିପାରେ। ଗୁଜୁରାଟରେ ଥିବା କ୍ରାଇମବ୍ରାଞ୍ଚ ଦଳ ସମସ୍ତ କାଗଜପତ୍ର କାମ ସାରିବା ପରେ ୫ ଜଣ ପୋଲିସଙ୍କୁ ପରୀକ୍ଷାଗାରକୁ ନିଆଯିବ। ଆଜି ପ୍ରଥମ ଦିନରେ…