୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ମନୋନୀତ ଫିଲ୍ମ ସୂଚୀ ଘୋଷଣା, ଚୟନ କଲେ ହିମାଶୁ ଖଟୁଆ ଓ ସୁଶାନ୍ତ…
ଆସନ୍ତା ନଭେମ୍ବର୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆଠାରେ ଅନୁଷ୍ଠିତ ହେବ ୫୫ତମ ଭାରତୀୟ ପାନୋରାମା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) । ଏଥିରେ ମୋଟ ୨୫ଟି ଫିଚର ଫିଲ୍ମ ଓ ୨୦ଟି ଅଣଫିଚର ଫିଲ୍ମ ପ୍ରଦର୍ଶିତ ହେବ । ଫିଚର ଫିଲ୍ମ ବର୍ଗରେ ୫ଟି ମୁଖ୍ୟଧାରାର ସିନେମା ରହିଛି ।…