ଖୁବ ଶୀଘ୍ର ଲଞ୍ଚ ହେବ BSNL 4G ଏବଂ 5G, TCS ଏନେଇ କଲା ବଡ ଘୋଷଣା
ଯଦି ଆପଣ BSNL ସିମ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଅନେକ ଦିନ ଧରି BSNL ର 4G ଏବଂ 5G ସେବା ସମ୍ବନ୍ଧୀୟ ଖବର ଆସୁଛି । କିଛି ସମୟ ପୂର୍ବରୁ ଏହା ମଧ୍ୟ କୁହାଯାଇଥିଲା ଯେ 4G ଏବଂ 5G ଲଞ୍ଚରେ ବିଳମ୍ବ ହୋଇପାରେ । କିନ୍ତୁ ବର୍ତ୍ତମାନ BSNL 4G ଏବଂ 5G ବିଷୟରେ ଏକ ବଡ…