TECNO ଲଞ୍ଚ କରିଛି Pova Curve 2 5G, ଜାଣନ୍ତୁ କଣ ରହିଛି ଫିଚର୍ସ
ସ୍ମାର୍ଟଫୋନ୍ ଲଭର୍ସଙ୍କ ପାଇଁ ଆସିଲା ଖୁସି ଖବର । Tecno ଲଞ୍ଚ କରିଛି ୟୁନିକ୍ କ୍ୟାମେରା ସହିତ ଏକ ଜବରଦସ୍ତ ସ୍ମାର୍ଟଫୋନ୍ । ଫିଚର୍ସ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । TECNO ଭାରତରେ ଏହାର ନୂଆ ସ୍ମାର୍ଟଫୋନ୍ Pova Curve 2 5G ଲଞ୍ଚ କରିଛି । ଏହି ଫୋନ୍ ଗତ ବର୍ଷ ଲଞ୍ଚ ହୋଇଥିବା Pova…