Browsing Tag

5T secretary

କ୍ୟାପିଟାଲ ହସ୍ପିଟାଲରେ 5T ସଚିବଙ୍କ ସମୀକ୍ଷା , ୨୦୨୩ ଶେଷ ସୁଦ୍ଧା କାମ ସରିବା ନେଇ ଲକ୍ଷ୍ୟ

ଭୁବନେଶ୍ୱର (କେନ୍ୟୁଜ): ସକାଳୁ ସକାଳୁ କ୍ୟାପିଟେଲ ହସ୍ପିଟାଲରେ 5T ସଚିବ ଭି.କେ. ପାଣ୍ଡିଆନ । କ୍ୟାପିଟାଲ ହସ୍ପିଟାଲ ଭିତ୍ତିଭୂମିର ବିକାଶ ନେଇ ସମୀକ୍ଷା କରିଛନ୍ତି 5T ସଚିବ । ଟ୍ରମା କେୟାର ଓ ମେଡିକାଲ କଲେଜ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । ୨୦୨୩ ଶେଷ ସୁଦ୍ଧା କାମ ସରିବା ନେଇ…

କଳିଙ୍ଗ ଷ୍ଟାଡିୟମରେ କ୍ରୀଡା ଭିତ୍ତିଭୂମିର ସମୀକ୍ଷା କଲେ 5T ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ କ୍ରୀଡା ଭିତ୍ତିଭୂମିର ସମୀକ୍ଷା କଲେ 5T ସଚିବ ଭିକେ ପାଣ୍ଡିଆନ । 5T ଉପକ୍ରମରେ ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମିର ବିକାଶ କାର୍ଯ୍ୟକୁ ବୁଲି ଦେଖିଛନ୍ତି । ଏହି ପ୍ରକଳ୍ପ ମଧ୍ୟରେ ଦେଶର ପ୍ରଥମ ଇନ୍‌ଡୋର ଆଥଲେଟିକ ଷ୍ଟାଡିୟମ,…

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ୫ଟି ସଚିବ ଭି.କେ ପାଣ୍ଡିଆନ୍, ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ସମୀକ୍ଷା ବୈଠକ

ଖୋର୍ଦ୍ଧା (କେନ୍ୟୁଜ): ଫାଇଭ୍‌ ଟି ଫୋକସରେ ଖୋର୍ଦ୍ଧା । ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ସମୀକ୍ଷା ବୈଠକ । ଉପସ୍ଥିତ ଅଛନ୍ତି ଫାଇଭ୍‌ ଟି ସଚିବ ଭି. କେ. ପାଣ୍ଡିଆନ୍‌ । ବୈଠକରେ ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ…

କଟକ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍, SCB ମେଡିକାଲ ସଂପ୍ରସାରଣ କାର୍ଯ୍ୟ କଲେ ତଦାରଖ

କଟକ (କେନ୍ୟୁଜ): SCB ଓ ତାଳଦଣ୍ଡା କେନାଲ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ ଭି.କେ. ପାଣ୍ଡିଆନ । କଟକ ଗସ୍ତ କରି SCB ଓ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି 5T ସଚିବ। ଏଥିସହ ଛତ୍ରବଜାର ଭେଣ୍ଡିଙ୍ଗ ଜୋନ୍‌ ଓ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନର…

ବରମୁଣ୍ଡା ବସ ଟର୍ମିନାଲ ନିର୍ମାଣ ଅଗ୍ରଗତି ସମୀକ୍ଷା କାଲେ 5T ସଚିବ ଶ୍ରୀ ପାଣ୍ଡିଆନ, ମାର୍ଚ୍ଚ ୨୦୨୩ ସୁଦ୍ଧା…

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ୱର ବରମୁଣ୍ଡା ଅନ୍ତରାଜ୍ୟ ବସ ଟର୍ମିନାଲ ରାଜ୍ୟର ବ୍ୟସ୍ତବହୁଳ ବସ ଟର୍ମିନାଲ।  ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଶହ ଶହ ବସ ଚଳା ଚଳ କରିଥାଏ।  ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି 5T ଉପକ୍ରମରେ ଏହି ବସ…

5T ସଚିବ ପାଣ୍ଡିଆନଙ୍କ ଅଲାରନାଥ ମନ୍ଦିର ପରିଦର୍ଶନ, ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ର ଅଗ୍ରଗତି ନେଇ ଅନୁଧ୍ୟାନ 

ବ୍ରହ୍ମଗିରି(କେନ୍ୟୁଜ) : ଆଜି ସଚିବ ପାଣ୍ଡିଆନ ବ୍ରହ୍ମଗିରି ଗସ୍ତରେ ଯାଇ ଅଲାରନାଥ ମନ୍ଦିର ପରିଦର୍ଶନ କରିଛନ୍ତି । ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି । ଏକ ବର୍ଷ ଭିତରେ ଏହି ସବୁ ପ୍ରକଳ୍ପର କାର୍ଯ୍ୟ ଶେଷ ହେବ ବୋଲି ପ୍ରତିଶୃତି ଦେଇଛନ୍ତି । ଆଜି ଅପରାହ୍ନ…

ଭୁବନେଶ୍ୱରର ବିଭିନ୍ନ ଛକ ବୁଲିଲେ ୫-ଟି ସଚିବ: ଟ୍ରାଫିକ ବ୍ୟବସ୍ଥାର କଲେ ଅନୁଧ୍ୟାନ, ଖୁବଶୀଘ୍ର ଟ୍ରାଫିକ ସମସ୍ୟାର ହେବ…

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ଟ୍ରାଫିକ୍‌ ସ୍ଥିତି ଅନୁଧ୍ୟାନ କଲେ 5T ସଚିବ ଭି.କେ. ପାଣ୍ଡିଆନ। ଶିଶୁଭବନ ଛକ, ରବି ଟକିଜ ଓ କଳ୍ପନା ଛକ ଆଦି ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବେହେରା ସାହି ଛକ, ରସୁଲଗଡ଼ ଓ ଆଇଗିଣିଆ ଛକ ମଧ୍ୟ ବୁଲି ସ୍ଥିତି ପରଖିଛନ୍ତି 5T ସଚିବ। ଭି.କେ.…

ବିଧାନସଭାରେ 5T ସଚିବଙ୍କୁ ଭୂରି ଭୂରି ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍): 5T ସଚିବଙ୍କୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ଭୂରି ଭୂରି ପ୍ରଶଂସା। ବିଧାନସଭାରେ ପ୍ରଶଂସା କଲେ ସୁର ରାଉତରାୟ। କଳିଙ୍ଗ ଷ୍ଟାଡିୟମ ଭିତ୍ତିଭୂମି ଦେଖିବା ପରେ ପ୍ରଶଂସା କରିଛନ୍ତି। ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି।…

ରଥଯାତ୍ରା ପୂର୍ବରୁ ସରିବ କି ପ୍ରକଳ୍ପ କାମ? ଆଜି ପୁରୀରେ ପହଞ୍ଚି ସମୀକ୍ଷା କଲେ 5T ସଚିବ

ପୁରୀ(କେନ୍ୟୁଜ୍‌): ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ ୨୭ ଦିନ ବାକି। ଚଳଚଞ୍ଚଳ ରଥଖଳା। ଦ୍ରୁତ ଗତିରେ ଆଗେଇ ଚାଲିଛି ରଥକାମ। ଏପଟେ ରଥଯାତ୍ରା ପୂର୍ବରୁ ସରିବ କି ପ୍ରକଳ୍ପ କାମ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ। ଆଜି ସକାଳେ 5T ସଚିବ…

ଗଜପତି ପରେ ଗଞ୍ଜାମରେ ମୁଖ୍ୟ ସଚିବ ଓ 5T ସଚିବ, ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ କରୁଛନ୍ତି ସମୀକ୍ଷା

ଗଜପତି(କେନ୍ୟୁଜ): ଗଜପତିରେ ମୁଖ୍ୟ ସଚିବ ଓ 5T ସଚିବ। କେତେବାଟ ଆଗେଇଛି ଗଜପତି ଜିଲ୍ଲା ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ। ଗଜପତି ଜିଲ୍ଲା ଗସ୍ତରେ ଯାଇ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ 5T ସଚିବ। ନିର୍ମାଣସ୍ଥଳକୁ ଯାଇ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ…

ଝଙ୍କଡ଼ ସ୍ଥିତ ମାଆ ଶାରଳାଙ୍କ ପୀଠ ପରିଦର୍ଶନ ସହିତ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ 5T ସଚିବ

ଜଗତସିଂହପୁର(କେନ୍ୟୁଜ): ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମାଆ ଶାରଳାଙ୍କ ପୀଠ ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ୍‌। ମାଆଙ୍କୁ ଦର୍ଶନ ପରେ ମନ୍ଦିର ବେଢା ବୁଲିଛନ୍ତି। ଏହାପରେ ମନ୍ଦିରର ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ପୀଠର ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତିି।…

କେନ୍ଦୁଝର ଗସ୍ତରେ ମୁଖ୍ୟ ସଚିବ ଓ 5T ସଚିବ, ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର କରିବେ ସମୀକ୍ଷା

କେନ୍ଦୁଝର (କେନ୍ୟୁଜ୍): କେନ୍ଦୁଝର ଗସ୍ତରେ ମୁଖ୍ୟ ସଚିବ ଓ 5T ସଚିବ ଭି.କେ ପାଣ୍ଡିଆନ । ଉଭୟ ପ୍ରଥମେ ଚମ୍ପୁଆ ବ୍ଲକର ଚିମିଳା ନିକଟସ୍ଥ ହେଲିପ୍ୟାଡରେ ପହଞ୍ଚିଥିଲେ । ବାସୁଦେବପୁର ନିକଟ କାନପୁରର ବୃହତ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ଅନେକ ଦିନ ଧରି ଏହି ପ୍ରକଳ୍ପ ବନ୍ଦ ହୋଇ…