Browsing Tag

5T secretary

ରାୟଗଡ଼ା-ଗଜପତି-ଗଞ୍ଜାମ ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ଓ 5T ସଚିବ, ବିଭିନ୍ନ ସ୍ଥାନ ପରିଦର୍ଶନ ସହ କରୁଛନ୍ତି ସ୍ଥିତି…

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ଓ 5T ସଚିବ । ରାୟଗଡ଼ା ଜିଲ୍ଲାର ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିବା ସହ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି । କରୋନା ମୁକାବିଲା ପାଇଁ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁର ପ୍ରତିଷ୍ଠା କରିବା ସହ କୋଭିଡ୍‌ ପରୀକ୍ଷା…

ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ କଥାହେଲେ 5T ସଚିବ, ଭୟଭୀତ ନହେବାକୁ ଦେଲେ ଆଶ୍ୱାସନା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ପରିଚାଳନା ନେଇ ପରାମର୍ଶ। କ୍ୱାରେଣ୍ଟାଇନ ସେଣ୍ଟର ପରିଚାଳନାରେ ସେମାନଙ୍କ ନେତୃତ୍ୱ ଓ ଦକ୍ଷତା ନେଇ ସରପଞ୍ଚଙ୍କୁ ପରାମର୍ଶ ଦେଲେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ। ଗଞ୍ଜାମର ସମସ୍ତ କରୋନା ପଜିଟିଭ ମାମଲାଗୁଡ଼ିକ…

ନୟାଗଡ଼ ଚାନ୍ଦପୁରରେ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସହ 5T ସଚିବ

ନୟାଗଡ଼: ଆଜି ନୟାଗଡ଼ ଜିଲ୍ଲା ଚାନ୍ଦପୁର ବସନ୍ତମଝରୀ ସ୍ୱାସ୍ଥ୍ୟ ନିବାସରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ଗସ୍ତ କରିଛନ୍ତି 5T ସଚିବ । ତାଙ୍କ ସହିତ ସଚିବ ସୁରେଶ ମହାପାତ୍ର, ଜିଲ୍ଲାପାଳ ପୋମା ଟୁଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ଵତ ମହାପାତ୍ର,…

5T ସଚିବଙ୍କ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଗସ୍ତ, କୋଭିଡ୍‌ ସ୍ଥିତି ନେଇ କରିଛନ୍ତି ସମୀକ୍ଷା

ଝାରସୁଗୁଡ଼ା/ସୁନ୍ଦରଗଡ଼: 5T ସଚିବ ଭି. କେ ପାଣ୍ଡିଆନ୍‌ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଗସ୍ତ। ଏକ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବା ପରେ ଜିଲ୍ଲାରେ କୋଭିଡ୍‌ ସ୍ଥିତି ନେଇ ସମୀକ୍ଷା…

କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଗସ୍ତ କଲେ 5T ସଚିବ, କୋଭିଡ଼ ହସପିଟାଲ ସହ ବିଭିନ୍ନ ଦିଗକୁ ନେଇ କରିଛନ୍ତି…

କୋରାପୁଟ/ ମାଲକାନଗିରି/ନବରଙ୍ଗପୁର: କୋରାପୁଟ ଗସ୍ତରେ ଉନ୍ନୟନ କମିଶନର ଓ ଫାଇଭ୍‌ ଟି ସଚିବ । କୋରାପୁଟ ଜିଲ୍ଲାରେ କୋଭିଡ଼ ହସପିଟାଲ ପରିଦର୍ଶନ କରିଛନ୍ତି ସୁରେଶ ମହାପାତ୍ର ଏବଂ ଭି . କେ ପାଣ୍ଡିଆନ୍‌ । ଏହି ସମୟରେ ଉପସ୍ଥିତ ଥିଲେ ଜିଲ୍ଲାପାଳ ଓ ସିଡିଏମଓଙ୍କ ବରିଷ୍ଠ ଅଧିକାରୀ । ୪ଟି…

5-T ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ବଲାଙ୍ଗିର ଓ ବରଗଡ ଗସ୍ତ, କୋଭିଡ୍‌ ହସ୍ପିଟାଲର କଲେ ସ୍ଥିତି ସମୀକ୍ଷା

ବଲାଙ୍ଗିର: ବଲାଙ୍ଗିରରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀ । 5-T ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ସହ ବଲାଙ୍ଗିର ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ବଲାଙ୍ଗିରରେ ୨ ଶହ ଆଇସୋଲେସନ୍‌ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ।…

କେନ୍ଦୁଝରରେ 5T ସଚିବ ଓ ମୁଖ୍ୟ ଶାସନ ସଚିବ, କୋଭିଡ୍‌ ହସ୍ପିଟାଲର କରୁଛନ୍ତି ସ୍ଥିତି ସମୀକ୍ଷା

କେନ୍ଦୁଝର: କେନ୍ଦୁଝରରେ 5T ସଚିବ ଭି. କେ. ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କୋଭିଡ୍‌ ହସ୍‌ପିଟାଲ ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଛନ୍ତି ଦୁଇ ବରିଷ୍ଠ ଅଧିକାରୀ । କେନ୍ଦୁଝରରେ ପ୍ରଥମେ ପହଞ୍ଚିବା ପରେ ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାପରେ ମୁଖ୍ୟ ସଚିବ ଓ…

କଳାହାଣ୍ଡିରେ 5-T ସଚିବ ଭି.କେ ପାଣ୍ଡିଆନ୍‌, ଆରମ୍ଭ ହେବାକୁ ଥିବା କୋଭିଡ୍‌ ହସ୍ପିଟାଲ କାମର କଲେ ସମୀକ୍ଷା

କଳାହାଣ୍ଡି: କଳାହାଣ୍ଡିରେ 5-T ସଚିବ ଭି.କେ ପାଣ୍ଡିଆନ୍‌ । କଳାହାଣ୍ଡିରେ ଆରମ୍ଭ ହେବାକୁ ଥିବା କୋଭିଡ୍‌ ହସ୍ପିଟାଲ କାମର ତଦାରଖ କରିଛନ୍ତି । 5-T ସଚିବଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର ମଧ୍ୟ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଖୁବ୍‌ ଶୀଘ୍ର କଳାହାଣ୍ଡିରେ କୋଭିଡ୍‌…

ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଗସ୍ତ କଲେ ମୁଖ୍ୟ ଶାସନ ସଚିବ ଓ ଫାଇଭ ଟି ସଚିବ

ଯାଜପୁର ରୋଡ (କେନ୍ୟୁଜ): ମୁଖ୍ୟ ଶାସନ ସଚିବ ଓ ଫାଇଭ ଟି ସଚିବଙ୍କ ସମୀକ୍ଷା । ତିନି ଜିଲ୍ଲା ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଗସ୍ତ କରି ସମୀକ୍ଷା କରିଛନ୍ତି । ଯାଜପୁରରେ ହୋଇଛି ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲ । ଟାଟା ଷ୍ଟିଲ ଏହାର ପରିଚାଳନା କରିବ । କେନ୍ଦ୍ରାପଡାରେ ୨୦୦ ଶଯ୍ୟା…

କଟକରେ 5 T ସଚିବ, ବାଦାମବାଡି ବସ୍‌ ଷ୍ଟାଣ୍ଡ ପରିଦର୍ଶନ କରି ଉନ୍ନତିକରଣ ପାଇଁ ସ୍ଥିତିର କଲେ ସମୀକ୍ଷା

କଟକ: କଟକରେ 5 T ସଚିବ ଭି. କେ ପାଣ୍ଡିଆନ୍‌ । ଭୋରରୁ ଅଚାନକ କଟକ ବାଦାମବାଡି ବସ୍‌ ଷ୍ଟାଣ୍ଡ ପରିଦର୍ଶନ କରିଥିଲେ । ବସ୍‌ ଷ୍ଟାଣ୍ଡର ଉନ୍ନତିକରଣ ପାଇଁ ସ୍ଥିତିର ସମୀକ୍ଷା କରିଛନ୍ତି ପାଣ୍ଡିଆନ । ଏହା ପରେ ବାଦାମବାଡି ସେସୁ କାର୍ଯ୍ୟାଳୟ, ଏସ୍‌ସିବି ସମ୍ପ୍ରସାରଣ ପାଇଁ ରାଣୀହାଟ ଯୋବ୍ରା…

ସକାଳୁ ସକାଳୁ OUATରେ ପହଞ୍ଚିଲେ 5T ସଚିବ ଭି.କେ ପାଣ୍ଡିଆନ୍‌

ଭୁବନେଶ୍ବର (କେନ୍ୟୁଜ୍) : OUATରେ 5T ସଚିବ ଭି.କେ ପାଣ୍ଡିଆନ୍‌ । ଆଜି ସକାଳୁ OUATରେ ପହଞ୍ଚି ଯାଇଥିଲେ 5T ସଚିବ । OUAT ଅଧିକାରୀଙ୍କ ସହ ଭିତ୍ତିଭୂମୀ ନେଇ ଆଲୋଚନା କରିଥିଲେ । ଏହା ସହ ହଷ୍ଟେଲ ଓ ମେସ୍‌ର ତଦାରଖ କରିଥିଲେ 5T ସଚିବ ।

ବାଲେଶ୍ୱରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତାଳସରୀ ଓ ଉଦୟପୁର ବେଳାଭୂମିର ହେବ ଉନ୍ନତି, ଜଳେଶ୍ୱରରେ ପହଞ୍ଚି ସ୍ଥିତି…

ଜଳେଶ୍ୱର: ବାଲେଶ୍ୱରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତାଳସରୀ ଓ ଉଦୟପୁର ବେଳାଭୂମିର ହେବ ଉନ୍ନତି । ଜଳେଶ୍ୱରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି 5T ସଚିବ ଭି. କେ. ପାଣ୍ଡିଆନ୍‌ ଓ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ବେଳାଭୂମିର ନକ୍ସା ଦେଖିଛନ୍ତି । ଏହାସହ ବିଭାଗୀୟ ଅଧିକାରୀଙ୍କ ସହ…