Browsing Tag

5T secretary

5T ଉପକ୍ରମରେ ରୂପାନ୍ତରିତ ହେବ ନୟାଗଡ଼ ଜିଲ୍ଲାର ସମସ୍ତ ଯୁକ୍ତ ୩ ଓ ଯୁକ୍ତ ୨ କଲେଜ, ଦୁଇ ଦିନିଆ ଗ୍ରସ୍ତ କରି ସୂଚନା…

କେନ୍ୟୁଜ୍(ବ୍ୟୁରୋ):  5T ଉପକ୍ରମରେ ରୂପାନ୍ତରିତ ହେବ ନୟାଗଡ଼ ଜିଲ୍ଲାର ସମସ୍ତ ଯୁକ୍ତ ୩ ଓ ଯୁକ୍ତ ୨ କଲେଜ । ବିକଶିତ ହେବ ରଣପୁରର ଆରାଧ୍ୟ ଦେବୀ ମାଆ ମଣିନାଗଙ୍କ ମନ୍ଦିର। ଦୁଇଦିନିଆ ନୟାଗଡ଼ ଗସ୍ତରେ ଯାଇ ବିକାଶର ନକ୍‌ସା ପ୍ରସ୍ତୁତ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ପ୍ରଥମେ ରଣପୁରର…

ଦୁଇଦିନିଆ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା ଗସ୍ତରେ 5T ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ବିକାଶର ଶିଖରରେ ପହଞ୍ଚିବ ସମ୍ବଲପୁର। ଦୁଇଦିନିଆ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ଆଜି ପ୍ରଥମେ ସମଲେଶ୍ୱରୀ ମନ୍ଦିର ଓ ପରେ ହୁମାର ବକ୍ର ମନ୍ଦିର ଯାଇ ଦର୍ଶନ କରିବା ସହ ମନ୍ଦିରର ବିକାଶ ନେଇ ପୂଜକ ଓ…

ଢେଙ୍କାନାଳ ଗସ୍ତରେ 5T ସଚିବ: ଜିଲ୍ଲା କ୍ରୀଡ଼ା ସଙ୍ଘ ସହ ଆଲୋଚନା ପରେ ମିଲେଟ କାଫେର କଲେ ଉଦ୍‌ଘାଟନ

ଢେଙ୍କାନାଳ (କେନ୍ୟୁଜ): ଗ୍ରାଉଣ୍ଡ ଜିରୋରେ 5T ସଚିବ ଭି.କେ ପାଣ୍ଡିଆନ। ଢେଙ୍କାନାଳ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ପ୍ରଥମେ ପୁରାତନ ଜାଉଳୀ ପୋଖରୀ ମଠ ପରିଦର୍ଶନ କରିଛନ୍ତି 5T ସଚିବ । ମଠ ପରିସରରେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ମଠ ମହନ୍ତ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ…

ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ

ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ପ୍ରଥମେ ଅନୁଗୋଳ ସହରର ଶୈଳଶ୍ରୀକ୍ଷେତ୍ର ଯାଇ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ମନ୍ଦିରର ଉନ୍ନତିକରଣ ନେଇ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିଥିଲେ। ପରେ ବୁଢୀ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଏହାର…

ରୂପାନ୍ତରଣ ଅଧ୍ୟାୟରେ ଯୋଡ଼ିହେଲା ଜଗତସିଂହପୁର, ବଦଳିବ ଶାରଳା ମନ୍ଦିରର ରୂପରେଖ

ଜଗତସିଂହପୁର(କେନ୍ୟୁଜ୍): ବଦଳିବ ଶାରଳା ମନ୍ଦିରର ରୂପରେଖ। ରୂପାନ୍ତରଣ ଅଧ୍ୟାୟରେ ଯୋଡ଼ିହେଲା ଜଗତସିଂହପୁର। ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ ଦ୍ୱିତୀୟ ଦିନରେ ଶାରଳା ମନ୍ଦିର ପରିଦର୍ଶନ କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ। ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଚାଲିଥିବା…

ବରଗଡ଼ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ

ବରଗଡ଼ : ବରଗଡ଼ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାମର କରିଛନ୍ତି ସମୀକ୍ଷା । ଆଜି ଗ୍ରୀସୁଲ ଜୀରା ନଦୀ ଉପରେ ଚାଲିଥିବା କାର୍ଯ୍ୟ, ଦେଓଗାଁ ଠାରେ ଚାଲିଥିବା ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଓ ସୋହେଲା ଡାକ୍ତରଖାନା ଯାଇ ସମୀକ୍ଷା…

ଦୁଇ ଦିନିଆ ବରଗଡ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍‌

ବରଗଡ(କେନ୍ୟୁଜ) :  ଦୁଇ ଦିନିଆ ବରଗଡ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍‌ । ଗସ୍ତ ବେଳେ ଜିଲ୍ଲାର ସରଣ୍ଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକ,ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସ୍କୁଲ ପରିଦର୍ଶନ ପରେ ସରଣ୍ଡା ସ୍ଥିତ ବିଶେଶ୍ୱର…

5T ସଚିବଙ୍କ ବାଲେଶ୍ୱର ଗସ୍ତ: ମିଶନ ଶକ୍ତି ମହିଳାଙ୍କ ସହ କଲେ ଆଲୋଚନା, ଆଜି ବିଭିନ୍ନ ଉନ୍ନୟନ ପ୍ରକଳ୍ପର କରିବେ…

ବାଲେଶ୍ୱର (କେନ୍ୟୁଜ): ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ମିଶନ ଶକ୍ତି ମହିଳା ସମାବେଶ ସ୍ଥଳରେ ପହଞ୍ଚି ମାଆ ମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ 5T ସଚିବ। ସମାବେଶରେ ୬ ହଜାରରୁ ଉର୍ଦ୍ଧ୍ଵ ମହିଳା…

5ଟି ସଚିବଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ: ନୂଆ ରୂପରେ ଝଲସିବ ମା’ ତାରିଣୀ ପୀଠ, ବ୍ରହ୍ମେଶ୍ୱର ଓ ସିତାବିଞ୍ଜି…

କେନ୍ଦୁଝର (କେନ୍ୟୁଜ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନ । 5T ସଚିବ ଘଟଗାଁ, ହରିଚନ୍ଦନପୁର, ବାଂଶପାଳ, ହାଟଡିହି, କେନ୍ଦୁଝର ଓ ଆନନ୍ଦପୁର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ…

୬ ମାସ ମଧ୍ୟରେ ଘଟଗାଁ ମା ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କରାଯିବ: 5T ସଚିବ

କେନ୍ଦୁଝର(କେନ୍ୟୁଜ୍): ବଦଳିବ ଘଟଗାଁ ମା ତାରିଣୀ ମନ୍ଦିରର ରୂପରେଖ । ରାଜ୍ୟ ସରକାରଙ୍କ ଅନୁଦାନରେ ୬ ମାସ ମଧ୍ୟରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କରାଯିବ। ଏନେଇ ୭ ଦିନ ମଧ୍ୟରେ ଅନୁଦାନ ରାଶି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 5T ସଚିବ ଭି.କେ ପାଣ୍ଡିଆନ ଦୁଇ ଦିନିଆ…

ରାୟଗଡ଼ା ଜିଲ୍ଲାର ସବୁ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହେବ ଉନ୍ନତିକରଣ, ମଝିଆଘରଣୀ ମନ୍ଦିରର ହେବ ରୂପାନ୍ତର: ୫-ଟି…

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ  ଭି.କେ. ପାଣ୍ଡିଆନ ଆଜି ରାୟଗଡା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେବା ସହିତ ସେମାନଙ୍କ ସମସ୍ୟା…

ପୁରୀରେ 5T ସଚିବ ଭି.କେ. ପାଣ୍ଡିଆନ୍‌: ସ୍ନାନଯାତ୍ରା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ କଲେ ଆଲୋଚନା

ପୁରୀ (କେନ୍ୟୁଜ): ପୁରୀରେ 5T ସଚିବ ଭି.କେ. ପାଣ୍ଡିଆନ୍‌। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା ମାର୍ଗର ଅନୁଧ୍ୟାନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ । ଦ୍ରୁତଗତିରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ। ପ୍ରତି ସପ୍ତାହରେ…