ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ଦୁଷ୍କର୍ମ, ଆମେରିକାରେ ୨ ଦିନରେ ୬ ଶିକ୍ଷୟିତ୍ରୀ ଗିରଫ
ଛାତ୍ରଙ୍କ ସହ ଶିକ୍ଷୟିତ୍ରୀଙ୍କ ଯୌନ ସଂପର୍କ। ୨ ଦିନରେ ଗିରଫ ହୋଇଛନ୍ତି ୬ ଶିକ୍ଷୟିତ୍ରୀ। ଏମାନେ ସମସ୍ତେ ଆମେରିକାର । ଜଣେ ୩୮ ବର୍ଷୀୟା ଶିକ୍ଷୟିତ୍ରୀ ଏଲେନ ଶେଲ୍ଙ୍କ ନାଁରେ ଥାର୍ଡ ଡିଗ୍ରୀ ରେପ୍ ଦଫା ଲାଗିଛି। ୨ ଜଣ ୧୭ ବର୍ଷୀୟ ବାଳକଙ୍କ ସହ ଜୋର ଜବରଦସ୍ତ ଯୌନ ସଂପର୍କ ରଖିଥିଲେ ଏଲେନ।…