Browsing Tag

7th pay commission

ଆଗାମୀ ୩ ଦିନରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିବ ବଡ଼ ଅପଡେଟ , ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିବ ଖୁସି ଖବର

କେନ୍ଦ୍ର ସରକାର ନିଜ କର୍ମଚାରୀ ତଥା ପେନସନଭୋଗୀଙ୍କ ପାଇଁ ମାର୍ଚ୍ଚ ମାସରେ ମହଙ୍ଗା ଭତ୍ତା ଘୋଷଣା କରିଥିଲେ । କେନ୍ଦ୍ର ସରକାର ଗତ ମାର୍ଚ୍ଚରେ ଚଳିତ ବର୍ଷର ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଥିଲେ। ଛଅ ମାସ ପରେ ପରବର୍ତ୍ତୀ ମହଙ୍ଗା ଭତ୍ତା ଘୋଷଣା କରାଯାଇଥାଏ । ପ୍ରତି ଛଅ ମାସ ଆଧାରରେ ଏଥର…

ପୁଣି ବଢିବ ମହଙ୍ଗା ଭତ୍ତା, ଏଥର କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିପାରେ ୪୬% DA, ଖୁବ ଶୀଘ୍ର ମିଳିବ ଖୁସି ଖବର

ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀଙ୍କ ବଢ଼ିବ ଦରମା । କେନ୍ଦ୍ର ସରକାର ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବା ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଯାଉଛନ୍ତି। ଏହି ବର୍ଷ ଦ୍ୱିତୀୟ ଥର ମାନେ ଶେଷ ୬ ମାସ ପାଇଁ ଡିଏ ରେ ଜୋରଦାର ବୃଦ୍ଧି କରାଇବାର ଆଶା ରଖାଯାଉଛି। ଏମିତି ହେଲେ ପୁଣି ଥରେ…

୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା: ମହିଳାଙ୍କୁ ବି ମିଳିବ ୧୫୦୦ ଟଙ୍କା ମାସିକ ଭତ୍ତା

କେନ୍ଦ୍ର ସରକାରଙ୍କ ପରେ ଏବେ ଆଉ ଏକ ରାଜ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରିଛି । ଏହାସହିତ ମହିଳାଙ୍କ ପାଇଁ ୧୫୦୦ ଟଙ୍କା ପ୍ରତିମାସ ଭତ୍ତା ଦେବାକୁ ମଧ୍ୟ କହିଛନ୍ତି । ରାଜ୍ୟ ସରକାର ସରକାରୀ କର୍ମଚାରୀ ଓ ମହିଳାମାନଙ୍କୁ ବଡ଼ ଉପହାର ଦେଇଛନ୍ତି । ହିମାଚଳ ପ୍ରଦେଶ ସରକାର କର୍ମଚାରୀ ଏବଂ…

ପେନସନଭୋଗୀଙ୍କ ପାଇଁ ଖୁସି ଖବର, ବଢ଼ିଲା ୪% DR , ଏବେ ଆକାଉଣ୍ଟ କୁ ଆସିବ ଏତିକି ଟଙ୍କା

କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା କୁ ୪ % ବୃଦ୍ଧି କରିଛନ୍ତି । ଏହା ସହିତ ପେନସନଭୋଗୀଙ୍କ ମହଙ୍ଗା ରିଲିଫ୍ ବା Dearness Relief ମଧ୍ୟ ୪% ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮%ରୁ ୪୨ %କୁ ବୃଦ୍ଧି ପାଇଛି । ଏଥିରୁ ପ୍ରାୟ…

କ୍ୟାବିନେଟ ବୈଠକରେ ଲାଗିଲା ମୋହର, କେନ୍ଦ୍ରୀୟ ର୍କଚରାରୀଙ୍କ ବଢ଼ିଲା ୪% ମହଙ୍ଗା ଭତ୍ତା

କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନଙ୍କ ପାଇଁ ଆସିଲା ବଡ଼ ଖୁସିଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନଙ୍କ ପାଇଁ ମହଙ୍ଗା ଭତ୍ତା ବା ଡିଏ ରେ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ମହଙ୍ଗା ଭତ୍ତାକୁ ୩୮…

କେନ୍ଦ୍ର ସରକାର ଡିଏ ବଢ଼ାଇବା ପରେ କର୍ମଚାରୀଙ୍କୁ ମିଳିବ ମାସିକ ଏତିକି ଦରମା, କେମିତି ଜାଣନ୍ତୁ

କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି । ଏହି ବୃଦ୍ଧି ପରେ ଆପଣଙ୍କ ଦରମାରେ ବମ୍ପର ବୃଦ୍ଧି ହେବାକୁ ଯାଉଛି । ଏଠାରେ କହି ରଖୁଛୁ ଯେ, କେନ୍ଦ୍ରର ମୋଦି ସରକାର ସିଧାସଳଖ ୨୭,୦୦୦ ଟଙ୍କା ବୃଦ୍ଧି କରିବାକୁ ଯାଉଛନ୍ତି । ଜାଣିବା ପାଇଁ ଭିଡ଼ିଓକୁ ସମ୍ପୂର୍ଣ୍ଣ…

ଜୁଲାଇରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଏତିକି % DA, ସମୟ ପୂର୍ବରୁ ଜାଣି ନିଅନ୍ତୁ

କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ଜାନୁଆରୀ ୨୦୨୩ ପାଇଁ ଡିଏ ବା ମହଙ୍ ଭତ୍ତା ବୃଦ୍ଧି ଘୋଷଣା କରିନାହାଁନ୍ତି । ତେବେ ଏହାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରକାଶ କରାଯାଇଛି । ବର୍ତ୍ତମାନ କେନ୍ଦ୍ର ସରକାର କର୍ମଚାରୀମାନେ ୩୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର! ମହଙ୍ଗା ଭତ୍ତା ବଢ଼ାଇଲେ ସରକାର; ମିଳିବ ଏତେ ମାସର ଏରିଅର

କେନ୍ଦ୍ର କ୍ୟାବିନେଟ୍‌ର ବୁଧବାର ବୈଠକରେ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ଉପରେ ବଡ଼ ନିର୍ଣ୍ଣୟ ନିଆଯାଇଛି। ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ାଇବା ଉପରେ କ୍ୟାବିନେଟ୍‌ ମୋହର ମାରିଛି। ବର୍ତ୍ତମାନର ମହଙ୍ଗା ଭତ୍ତା ୩୪ ପ୍ରତିଶତ ଥିବାବେଳେ ଏବେ ତାହାକୁ ୪ ପ୍ରତିଶତ…

ସରକାରଙ୍କ ବଡ଼ ଘୋଷଣା, ୬ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଅଗଷ୍ଟ ମାସ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ଖୁସି ଆଣିଦେଇଛି। ଏଥର କର୍ମଚାରୀଙ୍କ ଡିଏରେ ବମ୍ପର ବୃଦ୍ଧି ଘଟିଛି। ମଧ୍ୟପ୍ରଦେଶ, ଗୁଜରାଟ ପରେ ଏବେ ଛତିଶଗଡ଼ ସରକାର ମଧ୍ୟ ରାଜ୍ୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଉପହାର ପ୍ରଦାନ କରିଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କର୍ମଚାରୀଙ୍କ ଡିଏ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ୧୮ ମାସର ବକେୟା ମହଙ୍ଗା ଭତ୍ତା

କେନ୍ଦ୍ର କର୍ମଚାରୀକୁ ପୁଣିଥରେ ଖୁସି ଖବର ମିଳିପାରେ। ସରକାର ମହଙ୍ଗା ଭତ୍ତା ବଢାଇଥିବା ବେଳେ ଏବେ ବକେୟା ମହଙ୍ଗା ଭତ୍ତା(୧୮ ମାସ) ଦେବାକୁ ନିଷ୍ପତ୍ତି ନେଇପାରନ୍ତି। କେନ୍ଦ୍ରୀୟ କର୍ମଚାରୀ ଅନେକ ଦିନ ହେଲାଣି ଏହି ବକେୟା ମହଙ୍ଗା ଭତ୍ତା ପାଇଁ ଦାବି କରିଆସୁଥିଲେ। ଖବର ମୁତାବକ, ସରକାରୀ…

୭ମ ବେତନ କମିଶନ : ବାକି ଥିବା ଡିଏ ଏରିୟର ନେଇ ବଡ ଘୋଷଣା, ଏହି ଦିନ ଖାତାକୁ ଆସିବ ଟଙ୍କା

ନୂଆଦିଲ୍ଲୀ : କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ପୁଣି ଥରେ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । ଏହି ମାସ ସରକାର ଡିଏ ବୃଦ୍ଧି କରିବା ସହ ୧୮ ମାସର ବାକିଥିବା ଡିଏ ଏରିୟର ଉପରେ ନିଷ୍ପତ୍ତି ନେଇ ପାରନ୍ତି । କେନ୍ଦ୍ରୀୟ କର୍ମଚାରୀ ଦୀର୍ଘ ଦିନ ଧରି ଡିଏ ଏରିୟର ପାଇଁ ଦାବି କରି ଆସୁଛନ୍ତି ।…

7th Pay Commission : କର୍ମଚାରୀଙ୍କ ବଢ଼ିବ ଦରମା, ଜାଣନ୍ତୁ କେତେ ବଢ଼ିବ ଓ କେବେ ହେବ ଘୋଷଣା

ନୂଆଦିଲ୍ଲୀ : କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖୁସୀ ଖବର । କେନ୍ଦ୍ର କର୍ମଚାରୀଙ୍କୁ ସରକାର ଖୁବ ଶୀଘ୍ର ଦେବେ ବଡ ପୁରସ୍କାର । ରିପୋର୍ଟ ଅନୁସାରେ ବୁଧବାର ହେବାକୁ ଥିବା କ୍ୟାବିନେଟ ବୈଠକରେ ଫିଟମେଣ୍ଟ ଫ୍ୟାକ୍ଟର ଉପରେ ଚର୍ଚ୍ଚା ହୋଇପାରେ । ଯଦି ଏହି ବୈଠକରେ ଫିଟମେଣ୍ଟ ଫ୍ୟାକ୍ଟର ଉପରେ…