୮ ବାଇକ ଓ ୭ ମୋବାଇଲ ଫୋନ୍ ଜବତ, ୩ ଲୁଟେରା ଗିରଫ
ଦେବଗଡ଼ : ଦେବଗଡ଼ ରିଆମାଳ ପୋଲିସକୁ ବଡ଼ ସଫଳତା । ଆନ୍ତଃଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗ ଠାବ । ୩ ଲୁଟେରା ଗିରଫ । ଗିରଫ ସମସ୍ତ ଅଭିଯୁକ୍ତ ଫୁଲସରନାଳୀ ଗାଁର । ଅଭିଯୁକ୍ତଙ୍କ ଠାରୁ ୮ ବାଇକ ଓ ୭ ମୋବାଇଲ ଫୋନ୍ ଜବତ କରିଛି ପୋଲିସ। ଗତ ୧୪ ତାରିଖରେ ରିଆମାଳ କୀର୍ତନପାଲି ଗାଁରେ ବାଇକ ଚୋରି ନେଇ…