Odisha News
Browsing Tag

9 arrested

ଯାଜପୁର: ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରୁ ୯ ଦଲାଲକୁ ଗିରଫ କଲା ପୋଲିସ

ଯାଜପୁର(କେନ୍ୟଜ୍): ଦଲାଲ ମୁକ୍ତ ହେବ ଆରଟିଓ କାର୍ଯ୍ୟାଳୟ। କୌଣସି ପରିସ୍ଥିତିରେ ପରିବହନ କାର୍ଯ୍ୟାଳୟରେ ଦଲାଲଙ୍କୁ ବରଦାସ୍ତ କରାଯିବ ନାହିଁ। ଦଲାଲଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ପରେ ଆକ୍ସନ ମୁଡରେ ଯାଜପୁର ପୋଲିସ। ଆଜି ଜିଲ୍ଲାର…

ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବୋମାମାଡ଼ ଘଟଣା : ୯ ଜଣଙ୍କୁ ଗିରଫ କରିଛି ପୋଲିସ

ବ୍ରହ୍ମପୁର:  ଲାଞ୍ଜିପଲ୍ଲୀ ବୋମାମାଡ଼ ଘଟଣାରେ ୯ ଜଣଙ୍କୁ ପୋଲିସ ଗିରଫ କରିଛି । ଗତ ୮ ତାରିଖ ଦିନ ଚିକେନ ରବି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ବିଷୋୟୀ ୪ ଜଣ ସହଯୋଗୀଙ୍କ ସହ ଯାଉଥିବା ବେଳେ ଲାଞ୍ଜିପଲ୍ଲୀ ଢିପସାହି ରାସ୍ତା ଉପରେ ତାଙ୍କ କାର ଉପରକୁ ବୋମାମାଡ଼ ହୋଇଥିଲା । ଏଥିରେ…