ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଆରୋହୀ
ପାଟଣାଗଡ଼: ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳୁଛି ବାଇକ୍ । ଏହି ନିଆଁର ଦାଉ ଦେଖିଲେ ଯେ କେହିବି ଅନୁମାନ କରିପାରୁଥିବ ସେଥିରେ ବସିଥିବା ଯାତ୍ରୀମାନଙ୍କର ଅବସ୍ଥା କ’ଣ ହୋଇଥିବ । ଏଭଳି ଅଘଟଣକୁ ଏଡାଇବା ଭାରି ମୁସ୍କିଲ୍ । ତେବେ ରାସ୍ତାରେ ଯାଉଥିବା ଚଳନ୍ତା ବାଇକରେ ନିଆଁ ଲାଗିଯିବା ପରେ…