Browsing Tag

Aadhaar

ଜାଣିଛନ୍ତି କି ଆଧାର ମିତ୍ର କଣ, ବ୍ୟବହାର କରିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ୍‌

ଆଧାର ମିତ୍ର ନାଁ ଶୁଣିଲେ ହିଁ ଏହା ଫ୍ରେଣ୍ଡ ଭଳି କାମ ଦେଉଥିବ ଅନୁଭବ ହେଉଛି । ଆଧାର ମିତ୍ର ହେଉଛି ଏକ ଚାଟବଟ୍‌, ଯାହା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା (UIDAI) ଦ୍ୱାରା ଆରମ୍ଭ କରାଯାଇଛି । ଏହି ଚାଟବଟ୍ ଆପଣଙ୍କୁ ଆଧାର ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଦେବାରେ…

ମାଗଣାରେ ଆଧାର ଅପଡେଟ କରିବାର ଶେଷ ତାରିଖକୁ ୩ ମାସ ବଢ଼ାଇଲେ ସରକାର, ଜାଣନ୍ତୁ କେମିତି କରିବେ ଅପଡେଟ୍‌

ନୂଆଦିଲ୍ଲୀ : UIDAI ତରଫରୁ ମାଗଣା ଆଧାର ଅପଡେଟ କରିବାର ଶେଷ ତାରିଖକୁ ଆସନ୍ତା ୩ ମାସ ପାଇଁ ବଢ଼ାଇ ଦିଆଯାଇଛି । ଏବେ କୌଣସି ବ୍ୟକ୍ତି ୧୪ ସେପ୍ଟେମ୍ବର ୨୦୨୩ ମଧ୍ୟରେ ମାଗଣାରେ ଆଧାର ଅପଡେଟ କରିପାରିବେ । ଏହା ପୂର୍ବରୁ ନିଶୁଳ୍କ ଆଧାର ଅପଡେଟର ଶେଷ ସମୟ ୧୪ ଜୁନ ୨୦୨୩ ଥିଲା । କ’ଣ ସବୁ…

ଫଟୋ ପସନ୍ଦ ଆସୁନି? ତେବେ ଏହି ଷ୍ଟେପ ଫଲୋ କରି ବଦଳାନ୍ତୁ ନିଜ ଆଧାର କାର୍ଡର ଫଟୋ

ଆଧାର କାର୍ଡ ହେଉଛି ଏକ ୧୨ ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ପରିଚୟ ପତ୍ର। ଯାହା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା UIDAI ଦ୍ୱାରା ଜାରି କରାଯାଇଛି । ଏହା ବିଶ୍ୱର ସର୍ବବୃହତ ବାୟୋମେଟ୍ରିକ୍ ଆଇଡି ସିଷ୍ଟମ । ଜଣେ ବ୍ୟକ୍ତିର ସ୍ୱତନ୍ତ୍ର ପରିଚୟ ନମ୍ବର ସୃଷ୍ଟି କରି…

ଆଧାର ଅପଡେଟ କରିବାର ବଦଳିଲା ନିୟମ, ଲୋକଙ୍କ ଫାଇଦା ପାଇଁ ଆରମ୍ଭ ହେଲା ଏହି ସୁବିଧା

ଯଦି ଆପଣଙ୍କ ଆଧାର କାର୍ଡରେ କୌଣସି ତ୍ରୁଟି ରହିଯାଇଛି ତାହେଲେ ତୁରନ୍ତ ତ୍ରୁଟିକୁ ସୁଧାରିନିଅନ୍ତୁ । କାହିଁକି ନା ଏବେ ଆଧାର କାର୍ଡ ସଂସୋଧନ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । କିଛି ଦିନ ପାଇଁ ମାଗଣାରେ ଆଧାର ସଂଶୋଧନ କରିବା ପାଇଁ ଲୋକଙ୍କୁ ସୁଯୋଗ ଦେଇଛି ୟୁଆଇଡିଏଆଇ । ଏହା କେବଳ…

ଆପଣଙ୍କ ଆଧାର କାର୍ଡ ବହୁ ବର୍ଷ ତଳର କି ? ତାହେଲେ ତୁରନ୍ତ କରନ୍ତୁ ଅପଡେଟ, ସରକାର ଦେଲେ ଚେତାବନୀ

କେନ୍ଦ୍ର ସରକାର ଆଧାର କାର୍ଡକୁ ନେଇ ବଡ଼ ଘୋଷଣା କରିଛନ୍ତି । ଯଦି ଆପଣ ମଧ୍ୟ ଆଧାର କାର୍ଡ ବ୍ୟବହାର କରୁଛନ୍ତି ତାହେଲେ ସରକାରଙ୍କ ତରଫରୁ ନୂଆ ଆଦେଶ ଜାରି କରାଯାଇଛି। ଯଦି ଆପଣ ସରକାରଙ୍କର ଏହି ନୂଆ ଆଦେଶକୁ ପାଳନ କରିବେନି ତ ଆପଣଙ୍କର ହିଁ ବଡ କ୍ଷତି ହେବ। ଏବେ ଦେଶର ନାଗରିକଙ୍କୁ ପ୍ରତି ୧୦…

ଏବେ ପ୍ରତି ୧୦ ବର୍ଷରେ ଅପଡେଟ କରିବାକୁ ହେବ ଆଧାର କାର୍ଡ ,ଜାଣନ୍ତୁ ପୁରା ପ୍ରୋସେସ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଧାର କାର୍ଡକୁ ନେଇ ବଡ଼ ଘୋଷଣା କରିଛନ୍ତି । ଏବେ ଦେଶର ନାଗରିକଙ୍କୁ ପ୍ରତି ୧୦ ବର୍ଷରେ ଆଧାର କାର୍ଡ ଅପଡେଟ କରିବାକୁ ହେବ । ଏହାଛଡ଼ା ଯେଉଁ ନାଗରିକମାନେ ୧୦ ବର୍ଷ ପୂର୍ବେ ଆଧାର କାର୍ଡ ପଂଜିକରଣ କରିଥିଲେ, ସେମାନେ ମଧ୍ୟ ଆଧାର କାର୍ଡ ଅପଡେଟ କରିବେ । ଏ…

ଡେବିଟ୍‌ କାର୍ଡ ଝିନଝଟ୍‌ ଶେଷ, ସିଧା ଆଧାରରୁ କରନ୍ତୁ ୟୁପିଆଇ ପେମେଣ୍ଟ

ଭାରତ ଡିଜିଟାଲ ପେମେଣ୍ଟ ଆଡକୁ ବହୁତ ଜଲଦି ବଢ଼ି ବଢ଼ି ଚାଲିଛି। ଡିଜିଟାଲ ପେମେଣ୍ଟକୁ ସହଜ ବନାଇବା ପାଇଁ ଆରବିଆଇ ଏବଂ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ନିୟମକୁ ସହଜ ବନାଉଛନ୍ତି। ଯେଉଁଥିପାଇଁ ଆଧାର ବେସଡ ୟୁପିଆଇ ପେମେଣ୍ଟ ସର୍ଭିସକୁ ଅନୁମତି ଦିଆଯାଇଛି। ଆରବିଆଇ ଏବଂ…

MoRTH: RTO ର ୫୮ ଟି ସୁବିଧା ବର୍ତ୍ତମାନ ଘରେ ବସି ପାଇବେ, ଡ୍ରାଇଭିଂ ଲାଇସେନ୍ସର ସବୁ ସୁବିଧା ପାଇଁ ଦୌଡିବାକୁ ପଡ଼ିବ…

ଗାଡ଼ି ଚାଳକଙ୍କ ପାଇଁ ରହିଛି ଖୁସି ଖବର। କାରଣ ବର୍ତ୍ତମାନ ଆପଣ ଘରେ ବସି RTO ସହିତ ଜଡିତ ସବୁ ସୁବିଧା ପାଇବେ। ଯାହା ଲୋକଙ୍କ ସମୟ ବଞ୍ଚାଇବ। ଏହାଦ୍ୱାରା ଦ୍ଵାରା ଆପଣଙ୍କ ଅସୁବିଧା ମଧ୍ୟ ହ୍ରାସ ପାଇବ। ଆପଣକୁ ଆଉ ବାରମ୍ବାର ଆରଟିଓ କାର୍ଯ୍ୟାଳୟର ଯିବାକୁ ପଡିବ ନାହିଁ। ଏହା ମଧ୍ୟ ସରକାରଙ୍କ…