Browsing Tag

aadhaar card

ଜୁଲାଇ ୧ରୁ ଲାଗୁ ହେବ ନୂଆ ନିୟମ, ପାନ କାର୍ଡ ଆବେଦନ କରୁଥିବା ବ୍ୟକ୍ତିଙ୍କ ପାଇଁ ଆଧାର ଯାଞ୍ଚ ବାଧ୍ୟତାମୂଳକ

୧ ଜୁଲାଇ ୨୦୨୫ ରୁ ନୂତନ ନିୟମ ଲାଗୁ ହେବାକୁ ଯାଉଛି । ଆସନ୍ତା ମାସ ଅର୍ଥାତ୍ ୧ ଜୁଲାଇରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ । ଏଥିରେ ତତ୍କାଳ ଟ୍ରେନ୍ ଟିକେଟ୍ ବୁକ୍ କରିବାଠାରୁ ଆରମ୍ଭ କରି ଏଟିଏମ୍ ରୁ ଟଙ୍କା ଉଠାଇବା ପର୍ଯ୍ୟନ୍ତ ସାମିଲ୍ । ଏଥି ସହ ବ୍ୟାଙ୍କ ଗ୍ରାହକ, ଟ୍ରେନ…

୧ ଜୁଲାଇରୁ ଲାଗୁ ହେବ ନୂଆ ନିୟମ, ବିନା ଆଧାରକାର୍ଡରେ ତିଆରି ହୋଇପାରିବ ନାହିଁ PAN Card

ଜୁଲାଇ ୧ ରୁ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏବେ ପାନ କାର୍ଡ ପାଇଁ ଆବେଦନ କରିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ। ସରକାର ଏହି ପଦକ୍ଷେପ ନେଇଛନ୍ତି ଯାହା ଦ୍ୱାରା ଟିକସ ବ୍ୟବସ୍ଥାକୁ ଅଧିକ ମଜବୁତ କରାଯାଇପାରିବ ଏବଂ ଠକେଇକୁ ରୋକାଯାଇପାରିବ । ଏହି ନୂଆ ନିୟମ ଅନୁଯାୟୀ, ଯଦି…

ସିମ୍ କାର୍ଡରୁ ତତ୍କାଳ ଟିକେଟ୍ ପର୍ଯ୍ୟନ୍ତ ଜରୁରୀ ହୋଇଥାଏ ଆଧାର ଅଥେଣ୍ଟିକେସନ୍, ଜାଣନ୍ତୁ କିପରି କରିବେ ବ୍ୟବହାର

ଅଧିକାଂଶ ଭାରତୀୟଙ୍କୁ ଆଧାର ନମ୍ବର ପ୍ରଦାନ କରାଯାଇଛି । ଏହାର ଅର୍ଥ ହେଉଛି ଆଧାର କାର୍ଡ ଧାରକଙ୍କ ପାଇଁ ଏକ ପୃଥକ ଅନନ୍ୟ ପରିଚୟ ନମ୍ବର ପ୍ରଦାନ କରାଯାଇଛି । ଏହି ପରିଚୟପତ୍ର ସାହାଯ୍ୟରେ, ସେହି ଭାରତୀୟ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହଜ । ଏହାର ସୁଯୋଗ ନେଇ, ଅନେକ ସରକାରୀ ବିଭାଗ ଏବଂ…

ଜାଣିଛନ୍ତି କି ଆଧାର ମିତ୍ର କଣ, ବ୍ୟବହାର କରିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ୍‌

ଆଧାର ମିତ୍ର ନାଁ ଶୁଣିଲେ ହିଁ ଏହା ଫ୍ରେଣ୍ଡ ଭଳି କାମ ଦେଉଥିବ ଅନୁଭବ ହେଉଛି । ଆଧାର ମିତ୍ର ହେଉଛି ଏକ ଚାଟବଟ୍‌, ଯାହା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା (UIDAI) ଦ୍ୱାରା ଆରମ୍ଭ କରାଯାଇଛି । ଏହି ଚାଟବଟ୍ ଆପଣଙ୍କୁ ଆଧାର ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଦେବାରେ…

ପ୍ୟାନ-ଆଧାର ଲିଙ୍କ ନଥିଲେ ସାମ୍ନା କରିବେ ୧୦ଟି ମୁଖ୍ୟ ସମସ୍ୟା

ଆଧାର-ପ୍ୟାନ ଲିଙ୍କ କରାଇବାର ଶେଷ ତାରିଖ ସମାପ୍ତ ହୋଇଯାଇଛି । ଗତ ଜୁନ୍ ମାସ ୩୦ ତାରିଖ ଲିଙ୍କ କରିବାର ଶେଷ ଦିନ ଥିଲା । ଯେଉଁମାନେ ସେମାନଙ୍କର ପ୍ୟାନ ସହ ଆଧାର କାର୍ଡ ଲିଙ୍କ କରିନାହାନ୍ତି ଏବେ ସେମାନଙ୍କର ପ୍ୟାନ କାର୍ଡ ନିଷ୍କ୍ରିୟ ହୋଇଯାଇଛି। ଏବେ ଜାଣନ୍ତୁ ଏମିତି ଯେଉଁ ମାନେ…

ଫଟୋ ପସନ୍ଦ ଆସୁନି? ତେବେ ଏହି ଷ୍ଟେପ ଫଲୋ କରି ବଦଳାନ୍ତୁ ନିଜ ଆଧାର କାର୍ଡର ଫଟୋ

ଆଧାର କାର୍ଡ ହେଉଛି ଏକ ୧୨ ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ପରିଚୟ ପତ୍ର। ଯାହା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା UIDAI ଦ୍ୱାରା ଜାରି କରାଯାଇଛି । ଏହା ବିଶ୍ୱର ସର୍ବବୃହତ ବାୟୋମେଟ୍ରିକ୍ ଆଇଡି ସିଷ୍ଟମ । ଜଣେ ବ୍ୟକ୍ତିର ସ୍ୱତନ୍ତ୍ର ପରିଚୟ ନମ୍ବର ସୃଷ୍ଟି କରି…

ଗୋଟିଏ ପୋର୍ଟାଲରେ ମିଳୁଛି ୧୩ ହଜାରରୁ ଅଧିକ ସେବା

ଆଜିକାଲି ଡିଜିଟାଲ ଯୁଗ ଆମର ଅନେକ କାମକୁ ସହଜ କରିଦେଇଛି। ଏକ ସମୟ ଥିଲା ଯେତେବେଳେ ଆମେ ସରକାରି ସମ୍ବନ୍ଧିତ କାର୍ଯ୍ୟକୁ କରିବା ପାଇଁ ଅଫିସକୁ ଯିବାକୁ ପଡୁଥିଲା। କିନ୍ତୁ ଆଜି ଆପଣ ଆଧାର କାର୍ଡ, ପାନ କାଡ, ଡ୍ରାଇଭିଂ ଲାଇସେନ୍ସ ଠୁ ଆରମ୍ଭ କରି ଅନେକ ସେବାର ଲାଭ ଗୋଟିଏ ପୋର୍ଟାଲ ରେ…

ଏହି ଯୋଗ୍ୟତା ନଥିଲେ ବନାଇପାରିବେନି ଆଧାର କାର୍ଡ, ଜାଣନ୍ତୁ କେଉଁମାନେ ଯୋଗ୍ୟ

ଭାରତରେ ଲୋକଙ୍କ ପାଇଁ ଆଧାର କାର୍ଡ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ । ଆଧାର କାର୍ଡ ସାହାଯ୍ୟରେ ଲୋକମାନେ ନିଜର ପରିଚୟ ସତ୍ୟାପନ କରିପାରିବେ । ଆଧାର କାର୍ଡ ଭାରତର ପ୍ରତ୍ୟେକ ନାଗରିକଙ୍କୁ ଜାରି କରାଯାଉଥିବା ଏକ ବିଶିଷ୍ଟ ପରିଚୟ ପତ୍ର ସଂଖ୍ୟା । ଆଧାର କାର୍ଡ ପାନ୍‌…

Blue Aadhaar Card କିପରି କାମ କରେ ?

ଭାରତରେ ପ୍ରତ୍ୟେକଙ୍କ ପାଖେ ଏବେ ଆଧାର କାର୍ଡ। ଜରୁରୀ ଡକ୍ୟୁମେଣ୍ଟ ହୋଇଥିବାରୁ ଏହାକୁ ପାଖରେ ରଖିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହା ନାଗରିକତାର ଏକ ପ୍ରମାଣ ପତ୍ର। ଜାଣି ରଖନ୍ତୁ ଯେ ଲୋକଙ୍କପାଖରେ ଯେଉଁ ଆଧାର କାର୍ଡ ରହିଛି ତାହା ଧଳା ରଙ୍ଗର ହୋଇଥାଏ। କିନ୍ତୁ ଭାରତ ସରକାର ଆଉ ଏକ ଆଧାର…

୩୦ ଜୁନ ଯାଏ କରିପାରିବେ ରାସନ-ଆଧାର କାର୍ଡ ଲିଙ୍କ

ରାସନ କାର୍ଡ଼କୁ ନେଇ ସରକାର ଆଣିଲେ ବହୁତ ବଡ଼ ଖବର। ଏବେ ରାସନ କାର୍ଡ ସହିତ ଆଧାର ଲିଙ୍କ ପାଇଁ ସମୟ ସୀମାକୁ ବଢ଼ାଇ ଦେଇଛନ୍ତି। ସମସ୍ତ ରାସନ କାର୍ଡ ଧାରୀ ଏବେ ଆଗାମୀ ୩୦ ଜୁନ ଭିତରେ ଏହି କାମକୁ ସହଜରେ କରିପାରିବେ। ଜାଣନ୍ତୁ ଏହାକୁ ନେଇ ବଡ଼ ଅପଡେଟ.. ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଅଛି…

ବର୍ଷେ ବଢ଼ିଲା ଭୋଟର-ଆଧାର କାର୍ଡ ଲିଙ୍କ ସୀମା

ଭୋଟର ପରିଚୟ ପତ୍ର କୁ ନେଇ ଆସିଲା ବଡ ଖବର। ସରକାର ପୁଣି ଥରେ ଏହାକୁ ଲିଙ୍କ କରାଇବାର ସମୟ ସୀମା କୁ ବଢ଼ାଇ ଦେଇଛନ୍ତି। ଗୋଟିଏ କି ଦୁଇ ମାସ ନୁହେଁ ବରଂ ଗୋଟିଏ ବର୍ଷ ଯାଏ ଏହାର ସମୟକୁ ବଢାଇଛନ୍ତି । ଆଗରୁ ଆଧର କାର୍ଡ ସହ ପାନ କାର୍ଡ କୁ ଲିଙ୍କ କରାଇବାର ଯୋଜନା କାର୍ଯ୍ୟକାରୀ କରୁଥିଲେ ବି…

ପାନ୍‌ କାର୍ଡରେ Aadhaar ସାହାଯ୍ୟରେ ଏପରି ବଦଳାନ୍ତୁ ଆଡ୍ରେସ୍‌, ଜାଣନ୍ତୁ ତରିକା

ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର ଏକ ୧୦ ଅଙ୍କର ଆଲଫାନ୍ୟୁମେରିକ ନମ୍ବର । ଯାହାକୁ ଆୟକର ବିଭାଗ ପକ୍ଷରୁ ଜାରି କରାଯାଏ । କୌଣସି ବି ନାଗରିକ ଏହି କାର୍ଡ ପାଇଁ ଆପ୍ଲାଏ କରିପାରିବେ । ପାନ୍‌ କାର୍ଡ ଆୟକର ବିଭାଗରେ ବ୍ୟକ୍ତିଙ୍କ ସମସ୍ତ ଟ୍ରାନଜାକସନ୍‌ ସହ ଜୋଡିବା ପାଇଁ ସକ୍ଷମ ବନାଇଥାଏ । ପାନ…