ବ୍ଲୁ ଆଧାର କାର୍ଡ କଣ ? ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଏହି କାର୍ଡ
ଦେଶର ସମସ୍ତ ନାଗରିକଙ୍କ ପାଇଁ ଆଧାର କାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ । ଏହି କାର୍ଡ ବିନା ଆମେ କୌଣସି ଅଫିସିଆଲ କାମ କରିବା ଅସମ୍ଭବ । ଆମ ପରିଚୟ ପାଇଁ ଆମେ ସବୁବେଳେ ଆଧାର କାର୍ଡ ବ୍ୟବହାର କରୁ । କିନ୍ତୁ ଆପଣ କେବେ ଆଧାର କାର୍ଡର ରଙ୍ଗକୁ ଲକ୍ଷ୍ୟ କରିଛନ୍ତି କି ? ସୂଚନା ଥାଉ କି ଆଧାର…