Browsing Tag

aadhar link

ରାସନ ଏବଂ ଆଧାର କାର୍ଡଧାରୀମାନଙ୍କ ପାଇଁ ବଲ୍ଲେ ବଲ୍ଲେ, ମୋଦୀ ସରକାର ଦେଲେ ବଡ ଖୁସି ଖବର

ରାସନ କାର୍ଡ ଥିବା ଲୋକଙ୍କ ପାଇଁ ଖୁସିଖବର । ରାସନ କାର୍ଡଧାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି, ଯାହା ଦେଶର କୋଟି କୋଟି କାର୍ଡଧାରୀଙ୍କୁ ପ୍ରଭାବିତ କରିବ । ଆଧାରକୁ ରାସନ କାର୍ଡ ସହିତ ଯୋଡିବା ପାଇଁ ସରକାର ପୁଣି ଥରେ ତାରିଖ ବଢ଼ାଇ ଦେଇଛନ୍ତି । ଏହା ଲିଙ୍କ୍ କରିବାର…

ଫର୍ଜି ଆଧାରକୁ ଜାଣିବା ପାଇଁ ଆଉ ନାହିଁ ଟେନସନ, ଭେରିଫାଏ ପାଇଁ ଉପାୟ ରହିଛି ଏକଦମ ସରଳ

ଆଧାର କାର୍ଡ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ | ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରେ କିମ୍ବା ଅନ୍ୟ କୌଣସି ସରକାରୀ କାର୍ଯ୍ୟରେ ନିଶ୍ଚିତ ରୂପେ ଆଧାର କାର୍ଡ ଖୋଜାଯାଇଥାଏ । ଏଥିସହ ସରକାରୀ ଯୋଜନାର ଲାଭ ପାଇବା ପାଇଁ ଆଧାର କାର୍ଡ ଦେବା ମଧ୍ୟ ବାଧ୍ୟତାମୂଳକ ହୋଇଥାଏ । କିନ୍ତୁ ଆପଣ…

Aadhaar ସହ ଯୋଡନ୍ତୁ କନେକ୍ସନ , ୧୦୦ ୟୁନିଟ୍ ପର୍ଯ୍ୟନ୍ତ ଫ୍ରିରେ ମିଳିବ ବିଦ୍ୟୁତ

ଆପଣଙ୍କୁ କେମିତି ଲାଗିବ ଯଦି ଆପଣ ଏହା ଶୁଣିବେ ଯେ ଆପଣ ମାଗଣାରେ ବିଦ୍ୟୁତ ପାଇବେ ବୋଲି। ଯଦି ଆପଣ ମାଗଣାରେ ବିଦ୍ୟୁତ୍‌ ପାଇବାକୁ ଚାହୁଁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ। ସରକାର ମାସକୁ ୧୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଦେବା ପାଇଁ ଘୋଷଣା କରିଛନ୍ତି। ଆଉ ଏହି ମାଗଣା ବିଦ୍ୟୁତ ପାଇବା…

ପ୍ୟାନ କାର୍ଡର ବ୍ୟବହାରକୁ ନେଇ ଇନକମ୍‌ ଟାକ୍ସ ଦେଲା ଚେତାବନୀ, ଯଦି ଏହି କାମ ନ କରନ୍ତି ଅକାମୀ ହୋଇଯିବ କାର୍ଡ

ଯଦି ଆପଣ ପ୍ୟାନ କାର୍ଡ ଧାରକ ଓ ଏଯାଏ ଆପଣଙ୍କ କାର୍ଡକୁ ଆଧାର କାର୍ଡ ସହ ସଂଯୁକ୍ତ କରି ନାହାଁନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଯଦି ଆପଣ ପ୍ୟାନ କାର୍ଡକୁ ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ଆଧାର କାର୍ଡରେ ଲିଙ୍କ କରି ନାହାଁନ୍ତି, ତାହାଲେ ଏହା ନିଷ୍କ୍ରିୟ ହୋଇଯିବ । ଆୟକର ବିଭାଗ…

ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ଶେଷ କରନ୍ତୁ ଏହିସବୁ କାମ, ନଚେତ ଭରିବେ ବଡ଼ ଅଙ୍କର ପେନାଲ୍ଟି

ଫାଇନାନସିଆଲ ଇୟର ୨୦୨୧-୨୨ ଶେଷ ହେବାକୁ ଆଉ ମାତ୍ର ଅଳ୍ପ ସମୟ ରହିଛି । ଏହାପୂର୍ବରୁ କିଛି ଜରୁରୀ କାମ ଜାଣିନେବା ନିହାତି ଜରୁରୀ। କାରଣ ଯଦି ଆପଣ ୩୧ ମାର୍ଚ୍ଚ ପୂର୍ବରୁ ଏହି କାମ ସବୁ ନସାରନ୍ତି ତେବେ ଅନେକ ସମସ୍ୟା ହୋଇପାରେ। ସମସ୍ତ ଅଫିସ କର୍ମଚାରୀଙ୍କ ମାର୍ଚ୍ଚ ମାସ ମାନେ ବର୍ଷର ଶେଷ…