Browsing Tag

aadhar voter link

ଆଉ କମିବ ନାହିଁ ଭୋଟ ହାର, ଅନ୍ୟ ରାଜ୍ୟରେ ଥିଲେ ବି ଇ-ଭୋଟିଂରେ ଗୋଟିଏ ଟଚରେ ଭୋଟ ଦେଇ ପରିବେ ଭୋଟର

ନୂଆଦିଲ୍ଲୀ: ଏଣିକି ଭୋଟଦେବା ପ୍ରକ୍ରିୟା ହୋଇପାରେ ସହଜ। ଇ-ଭୋଟିଂ କରିବା ପାଇଁ ଯୋଜନା କରୁଛନ୍ତି  ଭାରତର ନିର୍ବାଚନ ଆୟୋଗ । ଏମିତି ଏକ ଖବର ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ଭାରତରେ ଅଧିକାଂଶ ଲୋକ ପ୍ରବାସୀ ହୋଇଥିବାରୁ ନିର୍ବାଚନ ବେଳେ ଭୋଟ ହାର କମୁଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ…

ଭୋଟର କାର୍ଡ ସହ ଆଧାର ଲିଙ୍କ୍‌କୁ ମଞ୍ଜୁରୀ ଦେଲା ଆଇନ୍‌ ମନ୍ତ୍ରଣାଳୟ; ଜାଣନ୍ତୁ ଏଥିପାଇଁ କ’ଣ କରିବାକୁ ପଡ଼ିବ

ଆଧାର କାର୍ଡ ସହ ଭୋଟର କାର୍ଡ ଲିଙ୍କ୍‌ କରିବାକୁ ନେଇ ଆଇନ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଆଧାରକୁ ଭୋଟର କାର୍ଡ ସହ ଲିଙ୍କ୍‌ କରିବାକୁ ରାଜି ହୋଇଛି ମନ୍ତ୍ରଣାଳୟ। ନିର୍ବାଚନ ଆୟୋଗଙ୍କ ତରଫରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କେତେକ ସର୍ତ୍ତରେ ମଞ୍ଜୁରୀ ମିଳିଛି। ଏବେ…