Browsing Tag

Aamir Khan

ବକ୍ସ ଅଫିସରେ ଫ୍ଲପ ହେଲା ଫିଲ୍ମ ‘ଲାଲ ସିଂ ଚଢ଼ା’ : ବିଫଳତାର ଦାୟିତ୍ବ ନେଇ ଅଭିନୟ ପାଇଁ ପାରିଶ୍ରମିକ ନେବାକୁ ମନା କଲେ…

କ୍ରମାଗତ ଫ୍ଲପ ଫିଲ୍ମ ଯୋଗୁ ଏବେ ଚିନ୍ତାରେ ରହିଛି ଫିଲ୍ମ ଇଣ୍ଡଷ୍ଟ୍ରି । ବଲିଉଡ ପ୍ରତି ଦର୍ଶକ ବିମୁଖ ହେବାରେ ଲାଗିଛନ୍ତି । ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନଙ୍କ ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଥାଏ । କିନ୍ତୁ ଚଳିତ ଥର ଦର୍ଶକଙ୍କ ମଧ୍ୟରେ ଏଭଳି…

ଯେବେ ଅମୀର ଖାନଙ୍କ ପାଖରେ ସ୍କୁଲ ଫିସ ଜମା କରିବା ପାଇଁ ନଥିଲା ଟଙ୍କା, ବେଘର ହେଉ ହେଉ ରକ୍ଷା ପାଇଥିଲେ ଏହି ଅଭିନେତା

ନିକଟରେ ଅମୀର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍‌ଢ଼ା’ ମୁକ୍ତିଲାଭ କରିଛି । ଏହାକୁ ସୋସିଆଲ ମିଡିଆରେ ଖୁବ୍‌ ଜୋରରେ ବୟକଟ୍‌ କରାଯାଇଛି । ଏହା ବକ୍ସ ଅଫିସରେ ଆଶାନୁରୁପ ଆୟ କରିପାରି ନାହିଁ । ଫିଲ୍ମ ୧୮୦ କୋଟି ଟଙ୍କାର ବଡ ବଜେଟରେ ନିର୍ମାଣ ହୋଇଛି । କୁହାଯାଏ ଏଥିରେ ଅମୀର ଖାନ୍‌ଙ୍କ ବହୁତ…

୧୦୦ କୋଟି କ୍ଲବ୍‌ରେ ଅମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’, ଭାରତରେ ନୁହେଁ ବିଦେଶରେ ହେଲା ସୁପରହିଟ୍‌

ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ଯୋଗୁ ବଲିଉଡ୍‌ ଅଭିନେତା ଅମୀର ଖାନ୍‌ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ହିଁ ବିବାଦରେ ଫସିଥିଲା। ରିଲିଜ୍‌ ପରେ ମଧ୍ୟ ଏହି ବିବାଦ ଯୋଗୁ ଫିଲ୍ମ ଆଶାନୁରୂପକ ବେପାର କରିପାରିନଥିଲା। ରିଲିଜ୍‌ର ପ୍ରଥମ ଦିନଠାରୁ ଲାଲ ସିଂହ ଚଡ୍ଡାର…

‘ଲାଲ୍‌ ସିଂ ଚଢ଼ା’ ଫ୍ଲପ୍‌ ହେବାରୁ ଗଭୀର ଅବସାଦରେ ଆମିର ଖାନ…! ଫିଲ୍ମ ବିତରଣଙ୍କୁ ଦେବେ ପ୍ରଚୁର କ୍ଷତିପୂରଣ

ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ର ଅସଫଳତାକୁ ନେଇ ଆମିର ଖାନ ଗଭୀର ଅବସାଦରେ ଅଛନ୍ତି। ମିଡିଆ ରିପୋର୍ଟ ମୁତାବକ, ଏହି ଫିଲ୍ମ ଯୋଗୁ ଡିଷ୍ଟ୍ରିବ୍ୟୁଟରମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି ଏବଂ ସେମାନେ ଫିଲ୍ମର ନିର୍ମାତାଙ୍କୁ ପ୍ରଚୁର କ୍ଷତିପୂରଣ ଦାବି କରିଛନ୍ତି। ଆମିର ନିଜେ ଏହି ଫିଲ୍ମର…

ଅମୀର ଖାନଙ୍କୁ ଆସାମ ଯିବାକୁ ମନା କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

ନିକଟରେ ରିଲିଜ ହୋଇଛି ବଲିଉଡ୍‌ ଷ୍ଟାର ଆମିର ‌ଖାନ୍‌ଙ୍କ ଅଭିନୀତ ନୂଆ ଫିଲ୍ମ ଲାଲ ସିଂ ଚଡ୍ଡା । ଫିଲ୍ମ ବାବଦରେ ସାମ୍ନାକୁ ଆସିବା ପର ଠାରୁ ହିଁ ଅମୀରଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । ଆଉ ଏବେ ଅମୀରଙ୍କୁ ଆସାମ ଗସ୍ତ ପାଇଁ ବାରଣ ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କୁ…

“ମିସ୍ଟର ପରଫେକ୍ସନିଷ୍ଟ” ଟ୍ୟାଗକୁ ନେଇ ଚିଡ଼ ଚିଡ଼ ହୋଇଯାନ୍ତି ଅମୀର ଖାନ, କହିଲେ ମୋର ଏ ଡାକ ପସନ୍ଦ…

ବଲିଉଡ ଅଭିନେତା ଅମୀର ଖାନ ନିଜର ପ୍ରତିଟି ଫିଲ୍ମକୁ ଖୁବ ସତର୍କତାର ସହିତ ପ୍ରସ୍ତୁତ କରିଥାନ୍ତି । ତାଙ୍କ ପ୍ରତିଟି ଫିଲ୍ମରେ ନୂଆ କିଛି ଦେଖେଇବାକୁ ଚେଷ୍ଟା କରନ୍ତି ଅମୀର ଖାନ । ଏହି କାରଣରୁ ହିଁ ତାଙ୍କୁ ବଲିଉଡରେ ମିସ୍ଟର ପ୍ରଫେକ୍ସନିଷ୍ଟ ନାଁରେ ବି ଜଣାଯାଏ । କିନ୍ତୁ ଅମୀର ଖାନଙ୍କୁ…

ଆମିରଙ୍କୁ ନିଜ ଫିଲ୍ମରେ ନେବା ପାଇଁ ମନା କଲେ ପତ୍ନୀ କିରଣ ରାଓ, ଅଡିସନ ଦେଇ ଫେଲ୍‌ ହେଲେ

ଆମିର ଖାନଙ୍କ ପତ୍ନୀ କିରଣ ରାଓ ପୁଣି ଥରେ ଫିଲ୍ମ ପ୍ରଯୋଜନାକୁ ଫେରୁଛନ୍ତି। କିରଣ ଯେଉଁ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି, ତା’ର ନାମ ରଖିଛନ୍ତି ‘ଲାପତା ଲେଡିଜ’। କିରଣଙ୍କ ପ୍ରଥମ ଫିଲ୍ମ ‘ଧୋବୀ ଘାଟ’ ରହିଥିଲା। ଯାହା ବକ୍ସ ଅଫିସରେ ବେଶ କିଛି କମାଲ କରିପାରିନଥିଲା ଏହି ଫିଲ୍ମରେ ଆମିର…

ମହାଭାରତକୁ ନେଇ ଭୟ କରୁଛନ୍ତି ଅମୀର, ଏମିତି କିଛି କଲେ ଖୁଲାସା

ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଟିରେ ଯେମିତି ଅମୀର ଖାଁ ଓ ତାଙ୍କ ଫିଲ୍ମ "ଲାଲ ସିଂହ ଚଢା"କୁ ନେଇ ଚର୍ଚ୍ଚା । ଗୋଟେ ସମୟରେ ମିଡ଼ିଆର କିଛି ଲୋକ ଫିଲ୍ମକୁ ବୟକଟ କରିବା ନେଇ ଦାବି କରୁଛନ୍ତି । ଯେବେକି ଅନ୍ୟ ପକ୍ଷରେ କିଛି ଲୋକ ଅମୀରଙ୍କ ଚିନ୍ତାଧାରାକୁ ବୁଝିବାକୁ ଚେଷ୍ଟା ଚଳାଇଛନ୍ତି ।…

କେବିସିକୁ ଆମିର ଖାନଙ୍କୁ ଡାକିବା ଅମିତାଭ ବଚ୍ଚନଙ୍କୁ ପଡିଲା ମହଙ୍ଗା, ଶୋ’କୁ ବଏକଟ୍‌ କରିବା ପାଇଁ ଦାବି

ଅମିତାଭ ବଚ୍ଚନଙ୍କ ରିଆଲିଟି ଶୋ’ କୌନ ବନେଗା କରୋଡପତି ସିଜନ ୧୪ ନିକଟରେ ଆରମ୍ଭ ହୋଇଯାଇଛି। ଶୋ’ର ପ୍ରଥମ ଏପିସୋଡରେ ଆମିର ଖାନ କିଛି ସେନା କର୍ମଚାରୀଙ୍କ ସହିତ ଅତିଥି ଭାବେ ଯୋଗ ଦେଇଥିଲେ। ଆମିର ତାଙ୍କ ଫିଲ୍ମ ଲାଲ ସିଂହ ଚଢାକୁ ପ୍ରମୋଟ୍ କରିବା ପାଇଁ ଆସିଥିଲେ, ଯାହା ରିଲିଜ ହେବା ପୂର୍ବରୁ…

ଅମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ହରିୟାଣାରେ ହେଲା ବ୍ୟାନ୍‌

ନୂଆଦିଲ୍ଲୀ : ଅମୀର ଖାନ୍‌ ଓ କରୀନା କପୁର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ଏହି ମାସ ୧୧ ତାରିଖରେ ଫିଲ୍ମ ହଲରେ ରିଲିଜ ହେବାକୁ ଅଛି । ଏହି ଫିଲ୍ମରେ ଏହି ଦୁଇ କଳାକାରଙ୍କ ଛଡା ସାଉଥ ଅଭିନେତା ନାଗା ଚୈତନ୍ୟ ମଧ୍ୟ ଅଭିନୟ କରିଛନ୍ତି । ଏହା ନାଗା ଚୈତନ୍ୟଙ୍କ ପ୍ରଥମ ବଲିଉଡ ଫିଲ୍ମ ।…

ରଣବୀର ସିଂହଙ୍କ ନଗ୍ନ ଫଟୋସୁଟ୍‌କୁ ନେଇ ସାମ୍ନାକୁ ଆସିଲା ଅମୀର ଖାନ୍‌ଙ୍କ ରିଆକ୍ସନ୍‌, ଫ୍ୟାନ୍‌ ବି ତାଜୁବ

ରଣବୀର ସିଂହଙ୍କ ନଗ୍ନ ଫଟୋସୁଟ୍‌ର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସୁ ଆସୁ ଚର୍ଚ୍ଚାରେ ରହିଛି। ଏହି ଫଟୋ କେବଳ ଭାରତ ନୁହେଁ, ବିଦେଶରେ ବି ଆଲୋଚନାର ପରିସରରେ ରହିଛି। କିଛି ଲୋକ ଏହି ଫଟୋସୁଟ୍‌କୁ ଠିକ୍‌ ବୋଲି କହିଥିବା ବେଳେ ଆଉ କିଛି ଏହା ମାନସିକ ବିକୃତି ବୋଲି କହିଛନ୍ତି।…

‘ଲାଲ ସିଂ ଚଢା’ ଫିଲ୍ମକୁ ନେଇ ଆମିରଙ୍କ ସମର୍ଥନରେ ବାହାରିଲେ ମିଲିନ୍ଦ ସୋମନ, କହିଲେ‘ ଟ୍ରୋଲ କରି କୌଣସି ଭଲ ଫିଲ୍ମକୁ…

ବଲିଉଡ ଅଭିନେତା ଆମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ସପକ୍ଷରେ ବାହାରିଛନ୍ତି ଅଭିନେତା ମିଲନ୍ଦ ସୋମନ । ଆମିରଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ଅଗଷ୍ଟ ୧୧ ରେ ରିଲିଜ ହେବାକୁ ରହିଛି। ରିଲିଜ ହେବା ପୂର୍ବରୁ ବିବାଦରେ ଫସିଛି ଏହି ଫିଲ୍ମ। ତେବେ ସୋସିଆଲ ମିଡିଆରେ ଫିଲ୍ମକୁ ବଏକଟ କରିବା ପାଇଁ ଅପିଲ…