ଦିବ୍ୟାଙ୍ଗ ଭାଇକୁ ନିଶାଗ୍ରସ୍ତ କରି ଭଉଣୀକୁ ଅପହରଣ ଅଭିଯୋଗ: ମାସେ ହେଲା ପୋଲିସ୍ ପାଉନି ପତ୍ତା
ଭଦ୍ରକ (କେନ୍ୟୁଜ): ଥଣ୍ଡା ପାନୀୟରେ ନିଶା ମିଶାଇ ଭାଇକୁ ପିଆଇ ଦେଲା । ଆଉ ତାପରେ ଭଉଣୀକୁ ଜବରଦସ୍ତ ଅପହରଣ କରି ନେଇଛି ଜଣେ ଯୁବକ । ଭଦ୍ରକ ଜିଲ୍ଲା ବାଂଶଡା ଥାନାରେ ଏଭଳି ଅଭିଯୋଗ ହୋଇଛି । ଅଭିଯୋଗକୁ ପାଖାପାଖି ମାସେ ପୂରିବାକୁ ବସିଲାଣି ହେଲେ ପୋଲିସ ଏପର୍ଯ୍ୟନ୍ତ ନାବାଳିକା ଭଉଣୀକୁ…