Browsing Tag

Abdur Rehman

କଡ଼ା ସୁରକ୍ଷା ଭିତରେ ଚୌଦ୍ୱାର ଜେଲ୍‌ରୁ ଅବଦୁର ରେହମାନ ଆସିଥିଲେ ଘରକୁ

କଟକ (କେ ନ୍ୟୁଜ୍‌) : କଟକ ଜଗତପୁରସ୍ଥିତ ପଶ୍ଚିମ କଚ୍ଛ ବାସଭବନକୁ ଚାରି ଘଣ୍ଟା ପାଇଁ ଆସି ପୁଣି ଚୌଦ୍ୱାର ଜେଲ୍ କୁ ଫେରି ଯାଇଛନ୍ତି ଅବଦୁର ରେହମାନ। ନିକଟ ଅତୀତରେ ତାଙ୍କ ମା'ଙ୍କର ଦେହାନ୍ତ ହୋଇଥିଲା। ଅନ୍ତ୍ୟେଷ୍ଟି କ୍ରିୟାକର୍ମରେ ଯୋଗ ଦେବାକୁ ଅବଦୁରଙ୍କ ପକ୍ଷରୁ କୋର୍ଟରେ ଆବେଦନ…

ଜେଲ୍‌ରେ ଥିବା ଆତଙ୍କବାଦୀ ଅବଦୁର ରେହମାନ୍‌କୁ ନେଇ ମିଳିଲା ଠୋସ୍‌ ପ୍ରମାଣ, AQISରେ ନିଯୁକ୍ତ ପାଇଁ କରୁଥିଲା କାମ

କଟକ : ଜେଲ୍‌ରେ ଥିବା ଆତଙ୍କବାଦୀ ଅବଦୁର ରେହମାନ୍‌କୁ ନେଇ ଠୋସ୍‌ ପ୍ରମାଣ ମିଳିଛି । ଏନ୍‌ଡିଏସ୍‌ ଆଫଗାନିସ୍ତାନ ଓ ଅଲ-ଜଓ୍ଵାହୀରୀର ସୂଚନା ଅନୁସାରେ କଟକ ପଶ୍ଚିମକଛରୁ ଗିରଫ ହୋଇଥିବା ଆତଙ୍କବାଦୀ ଅବଦୁର ରେହମାନ୍‌ AQIS ବା ଅଲ୍‌କାଏଦା ଇନ୍‌ ଇଣ୍ଡିଆନ୍‌ ସବ୍‌କଣ୍ଟିନେଟ୍‌ରେ ନିଯୁକ୍ତ ପାଇଁ…