ବିକାଶ ପଥରେ ଶ୍ରୀକ୍ଷେତ୍ର: ଅବଢ଼ା ଯୋଜନା ପାଇଁ ବଜେଟରେ ୨୨୪ କୋଟି, ଅନ୍ୟ ମନ୍ଦିରର ସୌନ୍ଦର୍ଯ୍ୟକରଣ ଲାଗି ୧୫୦ କୋଟିର…
ପୁରୀ (କେନ୍ୟୁଜ): ବିକାଶ ପଥରେ ଶ୍ରୀକ୍ଷେତ୍ର । ପୁରୀରେ ଅବଢ଼ା ଯୋଜନା ପାଇଁ ବଜେଟରେ ୨୨୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏଥିରେ ହେରିଟେଜ୍ ସହର ପୁରୀର ବିକାଶ ଓ ଉନ୍ନତିମୂଳକ କାମ କରାଯିବ । ଏଥିସହ ପୁରୀର ଐତିହ୍ୟ କୀର୍ତ୍ତିରାଜି ଓ ପର୍ଯ୍ୟଟନ ସ୍ଥଳୀର ସମନ୍ଵିତ ବିକାଶ ପାଇଁ ଚଳିତ…