Browsing Tag

abhijit aayer

ବିଧାନସଭାରୁ ଅଭିଜିତ ଆୟାର ମିତ୍ରଙ୍କୁ ମିଳିଲା କ୍ଷମା, ସୁପାରିଶ କରିଥିଲା ଗୃହ କମିଟି

ଭୁବନେଶ୍ବର (କେନ୍ଯୁଜ୍) : ବିଧାନସଭାରୁ ଅଭିଜିତ ଆୟାର ମିତ୍ରଙ୍କୁ ମିଳିଲା କ୍ଷମା। ତାଙ୍କ ବିରୋଧରେ ଆସିଥିବା ସ୍ୱାଧୀକାର ଭଙ୍ଗ ପ୍ରସଙ୍ଗ ବନ୍ଦ କରିବାକୁ ସୁପାରିଶ କରିଥିଲା ଗୃହ କମିଟି। ସେ ନିଃସର୍ତ୍ତ କ୍ଷମା ମାଗିଥିବାରୁ ସ୍ୱାଧିକାର ଭଙ୍ଗ ପ୍ରସଙ୍ଗକୁ ବନ୍ଦ କରିବାକୁ ସୁପାରିଶ ହୋଇଥିଲା।…

“ଅଭିଜିତ୍‌ ମୋର ବନ୍ଧୁ ନୁହେଁ ” ବୈଜୟନ୍ତ

ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍‌ଙ୍କୁ ସାକେତ ଚିଫ୍‌ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ଦେଇଥିବା ଅନ୍ତରୀଣ ସୁରକ୍ଷା ଆସନ୍ତା ୫ ତାରିଖ ଯାଏ ବଳବତ୍ତର ରହିବ । ଅଭିଜିତଙ୍କ ରିଟ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଅଭିଜିତ ହାଇକୋର୍ଟ ଯିବା ପାଇଁ…

ପୂର୍ବତନ ସାଂସଦଙ୍କ ବନ୍ଧୁ ଅଭିଜିତ ଆୟାରଙ୍କ ଅଶାଳୀନ ମନ୍ତବ୍ୟ, ପ୍ରତିକ୍ରିୟା ରଖିଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର (କେନ୍ଯୁଜ୍) : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କ ଆଉ ଏକ ଅଶାଳୀନ ମନ୍ତବ୍ୟ । ଏଥର ସାମ୍ବାଦିକଙ୍କୁ ଟାର୍ଗେଟ କରିଛନ୍ତି ଅଭିଜିତ । ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ଟ୍ଵିଟ କରି ଲେଖିଛନ୍ତି, ଓଡ଼ିଶା ସାମ୍ବାଦିକ ମାନେ  'Presstitutes' । ଏପରିକି…

ଅଭିଜିତ୍ ଆୟାର ମିତ୍ରଙ୍କ ପୁଣି ବିବାଦୀୟ ଟ୍ବିଟ୍, ଏଥର ଟାର୍ଗେଟ କଲେ ଓଡିଆ ପ୍ରାଣର ଦେବତା ଜଗନ୍ନାଥଙ୍କୁ

ଭୁବନେଶ୍ବର(କେନ୍ଯୁଜ୍) : କୋଣାର୍କ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍‌ ଆୟାର ମିତ୍ରଙ୍କ ପୁଣି ଏକ ବିବାଦୀୟ ଟିପ୍ପଣୀ ସାମ୍‌ନାକୁ ଆସିଛି । ନିଜ ଟ୍ଵିଟର୍‌ ପେଜ୍‌ରେ ଓଡ଼ିଶା ପ୍ରତି ଅପମାନ ସୂଚକ ପୋଷ୍ଟ କରିଛନ୍ତି ଅଭିଜିତ୍‌ । ସେ ଲେଖିଛନ୍ତି,…