Browsing Tag

abhisek mohapatra

ହସ୍ପିଟାଲ ବେଡରେ ଥିବା ଅଭିଷେକଙ୍କ ପାଇଁ ସ୍ତ୍ରୀ ମୌସୁମୀ କଲେ ସାବିତ୍ରୀ ବ୍ରତ

ବାସୁଦେବପୁର (କେନ୍ୟୁଜ) : ହସ୍ପିଟାଲ ବେଡରେ ଅଭିଷେକ । ଏପେଟ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ସାବିତ୍ରୀ ଅମାବାସ୍ୟାରେ ପୂଜାପାଠ କରୁଛନ୍ତି ମୌସୁମୀ । ଉନ୍ନତମାନର ଚିକିତ୍ସା ପାଇଁ କୋଲକାତାର ଏକ ହସପିଟାଲରେ ଭର୍ତ୍ତି କରାଯାଇଛି। ୩୦ ବର୍ଷୀୟ ଅଭିଷେକଙ୍କ ଘର ଭଦ୍ରକର ବାସୁଦେବପୁରରେ । ଗତ ୨୨…