Odisha News
.
Browsing Tag

abhishek bachhan

ମଇଦାନରେ ଦେଖିବାକୁ ମିଳିଲା ଅଭିଷେକ ଏବଂ ରଣବୀରଙ୍କ ଦୋସ୍ତାନା

ବଲିଉଡର ବହୁ ଷ୍ଟାର ଯାହାଙ୍କୁ ଫୁଟବଲ୍ ପ୍ରତି ଆଗ୍ରହ ରହିଛି। କେବଳ ଏହା ନୁହେଁ ଏହି ଷ୍ଟାର ମାନେ ପ୍ରାୟତଃ ରବିବାର ଦିନ ଗ୍ରାଉଣ୍ଡରେ ଏକାଠି ହୋଇ ମ୍ୟାଚ୍ ଖେଳିଥାନ୍ତି । ଏହି ସମୟରେ ସମସ୍ତଙ୍କ ଭିତରେ ଥିବା ବଣ୍ଡିଙ୍ଗ୍ ଦେଖିବାକୁ ମିଳିଥାଏ । ଏହି ଷ୍ଟାରସ୍ ମାନେ ଏକ ଟିମ୍ ମଧ୍ୟ ବନେଇଛନ୍ତି…

ସେଟରୁ ଅଭିଷେକଙ୍କ ଲୁକ୍ ହେଲା ଲିକ୍, କାନ୍ଧରେ ଗାମୁଛା ସହ ଇ-ରିକ୍ସାରେ ଆସିଲେ ନଜର

ମୁମ୍ବାଇ : ସୁଟିଂ ସେଟ୍‌ରୁ ଲିକ୍‌ ହୋଇଛି ଅଭିଷେକ ବଚ୍ଚନଙ୍କ ଫଟୋ। ଅନୁରାଗ ବାସୁଙ୍କ ଆଗାମୀ ଫିଲ୍ମରେ କାମ କରୁଛନ୍ତି ଜୁନିଅର ବଚ୍ଚନ। ଫିଲ୍ମର ଟାଇଟଲ ଏଯାଏଁ ସ୍ଥିର ହୋଇନାହିଁ। ଲିକ୍‌ ହୋଇଥିବା ଫଟୋରେ ଅଭିଷେକଙ୍କୁ ଟପୋରୀ ଲୁକ୍‌ରେ ଦେଖିବାକୁ ମିଳିଛି। ଫିଲ୍ମରେ ଅଭିଷେକଙ୍କ କ୍ୟାରେକ୍ଟର…

ରୋହିତଙ୍କ ଭିଲେନ୍ ହୋଇପାରିବେନି ଅଭିଷେକ

ମୁମ୍ବାଇ : ବଲିଉଡ଼ର ଜୁନିୟର ବଚ୍ଚନଙ୍କ ନିକଟରେ ମନମର୍ଜିୟା ଫିଲ୍ମଟି ବକ୍ସଅଫିସରେ ଏତେଟି ଭଲ ରୋଜଗାର କରିନଥିଲେ ମଧ୍ୟ ବହୁଦିନ ପରେ ଅଭିଷେକଙ୍କୁ ବଡ଼ପରଦାରେ ଦେଥିବାକୁ ମିଳିଥିଲା। ଭିଲେନ୍‌ ଚରିତ୍ରରେ ଅଭିନୟ କରିବାକୁ ପ୍ରସ୍ତୁତ ନାହାଁନ୍ତି ଅଭିଷେକ ବଚ୍ଚନ । ଫିଲ୍ମ ସିମ୍ବାରେ ନେଗେଟିଭ୍‌…

ଏକାଠି ହେବେ ଐଶଙ୍କ ପ୍ରେମୀ ଓ ସ୍ବାମୀ : ଅଭିଷେକଙ୍କ ସହ କାମ କରିବାକୁ ରାଜି ହେଲେ ସଲମାନ୍, ହେଲେ ଗୋଟିଏ ସର୍ତ୍ତ . .…

ଏକାଠି ହେବ ଐଶଙ୍କ ପ୍ରେମୀ ଏବଂ ସ୍ବାମୀ । ଗୋଟିଏ ସିନେମାରେ ନଜର ଆସିବେ ସଲମାନ୍ ଏବଂ ଅଭିଷେକ । ଅପକମିଙ୍ଗ୍ ସିନେମା ଧୁମ୍ – ୪ରେ ଅଭିଷେକଙ୍କ ସହ ଏକାଠି ଅଭିନୟ କରିବାକୁ ରାଜି ହୋଇଛନ୍ତି ଭାଇଜାନ୍ । ହେଲେ ରଖିଛନ୍ତି ଗୋଟିଏ ସର୍ତ୍ତ । ଯାହାକୁ ଶୁଣି ଏବେ ଚିନ୍ତାରେ ୟଶରାଜ୍ ବ୍ଯାନର୍ ।…