Browsing Tag

accident death

ଅଜଣା ଗାଡ଼ି ଧକ୍କାରେ ୪ ମୃତ

କଣ୍ଟାବାଞ୍ଝି : ମର୍ମନ୍ତୁଦ ଦୁର୍ଘଟଣାରେ ୪ ମୃତ ।  ଅଜଣା ଗାଡ଼ି ଧକ୍କାରେ ଗଲା ୪ ନିରୀହ ଜୀବନ ।  ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ୍ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ।  ବଙ୍ଗୋମୁଣ୍ଡା ଥାନା ତୁରେକେଲା ଗାଁର ଗୋଟିଏ ପରିବାରର ୪ ଜଣ ବାଇକରେ କୌଣସି କାମରେ ଯାଇ ନିଜ ଘରକୁ…

କାର୍ ଦୁର୍ଘଟଣାରେ ପରିବାରର ୨ ମୃତ, ୪ ଲକ୍ଷ ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର : ଚିକିଟି ସୁନପୁରରୁ ବିଶାଖାପାଟଣା ଗଲାବେଳେ ଭୟଙ୍କର ଦୁର୍ଘଟଣା । ଆଇଚରରେ ପିଟିହେଲା କାର୍ । ଦୁର୍ଘଟଣାରେ ପରିବାରର ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ୫ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁନପୁରରୁ ରୋଗୀଙ୍କୁ ଅଧିକ ଚିକିତ୍ସା…

ବାଇକକୁ ଧକ୍କା ଦେଲା ବାଇକ, ଯୁବକ ମୃତ

କେନ୍ଦ୍ରାପଡା : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ବଜାର ନିକଟରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି ।  ମୃତକ ନୟାଗଡ଼ ଇଟାମାଟି ଗାଁର ତ୍ରିଲୋଚନ ମୁଦୁଲି ବୋଲି ଜଣାପଡିଛି ।  ତ୍ରିଲୋଚନ ନିଜ ବାଇକ୍ ଯୋଗେ କଟକ ଯାଉଥିବା ବେଳେ ଚାନ୍ଦୋଳ ବଜାର ଠାରେ ତାଙ୍କ ବାଇକ ଆଗକୁ…

ଅଜଣା ଗାଡି ଧକ୍କାରେ ୨ ମୋଟର ସାଇକେଲ ଆରୋହୀ ମୃତ, ଛାରଖାର ହୋଇଗଲା ପରିବାର

ବାସୁଦେବପୁର: ଆରପାରିକୁ ଚାଲିଗଲେ ଘରର କୂଳ ନନ୍ଦନ । ଛାରଖାର ହୋଇଗଲା ୨ଟି ପରିବାର । ରୋଜଗାରିଆ ପୁଅକୁ ହରାଇ କାନ୍ଦୁଛନ୍ତି ପରିବାର ଲୋକେ । ରାସ୍ତାରେ ଯାଉ ଯାଉ ଏମିତି ୨ ଜଣଙ୍କ ଜୀବନ ଚାଲିଯିବ କିଏ ବା ଜାଣିଥିଲା । କାଳ ଯେମିତି ଜଗି ବସିଥିଲା ୨ ଜଣଙ୍କୁ ଆରପାରିକୁ ନେବା ପାଇଁ, ଆଉ…

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରୁତର

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ରାସ୍ତାରେ ନଳବାଙ୍କ ଛକ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି ।  ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।  ମୃତକଙ୍କ ନାମ ସାବରପୁର ଅଂଚଳର ସେକ ମନସୁର ଅଲ୍ଲୀ(37), ଅନ୍ୟ ଜଣେ ବାଲିନଗର ଗ୍ରାମର…

କାର ଟ୍ରକ ଦୁର୍ଘଟଣା ୩ ମୃତ, ଦୁଇ ଗୁରୁତର

ବ୍ରହ୍ମପୁର : ଓଡିଶା ଆନ୍ଧ୍ର ସୀମା ପଲାସା ନିକଟ ବାରୁଆ ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  l  ଭୁବନେଶ୍ୱରରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କାରକୁ ସାମ୍ନା ପଟୁ ଏକ ଟ୍ରକ ଧକ୍କା ଦେଇଥିବା ସୂଚନା ମିଳିଛି l ଦୁର୍ଘଟଣା ଅପରାହ୍ନ ୫ ଟାରେ ହୋଇଥିବା ଜଣାପଡିଛି  l  ଦୁର୍ଘଟଣା…

ଚିପ୍ସ ବୋଝେଇ ହାଇୱା ଧକ୍କାରେ ଯୁବକ ମୃତ, ଦୁର୍ଘଟଣାସ୍ଥଳରେ ଉତ୍ତେଜନା

ଜଳେଶ୍ୱର : ଚିପ୍ସ ବୋଝେଇ ହାଇୱା ଧକ୍କାରେ ଯୁବକ ମୃତ ।  ଘଟଣାସ୍ଥଳରେ ଉତ୍ତେଜନା  ।  ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଡେମ୍ବୁରିଆ ଛକ ନିକଟରେ ସ୍କୁଟିକୁ ପଛପଟୁ ଧକ୍କା ଦେଲା ଚିପ୍ସ ବୋଝେଇ ହାଇୱା ।  ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିଲା ହାଇୱା । ଘଟଣା ସ୍ଥଳରେ ଯୁବକଙ୍କ…

କଳିଙ୍ଗା ଘାଟିରେ ହୋଇଛି ଭୟଙ୍କର ଦୁର୍ଘଟଣା, ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ

ଭଞ୍ଜନଗର: ଶୀତୁଆ ରାତିରେ ଭୟଙ୍କର ଦୁର୍ଘଟଣା । ଅନ୍ଧାର ରାତିରେ ଚାଲିଲା ଉଦ୍ଧାର କାର୍ଯ୍ୟ । ପୁଣି ଗଂଜାମ – କନ୍ଧମାଳ କଳିଙ୍ଗା ଘାଟିରେ ହୋଇଛି ଭୟଙ୍କର ଦୁର୍ଘଟଣା । ଏଥିରେ ଗାଡ଼ି ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି…

ହଜାର ଫୁଟ ଗଭୀର ଘାଟିରେ ଖସିଲା ଟ୍ରକ୍, ୨୨ ଶ୍ରମିକ ମୃତ

ଅରୁଣାଚଳ ପ୍ରଦେଶ: ଅରୁଣାଚଳ ପ୍ରଦେଶର ଅଞ୍ଜାଓ ଜିଲ୍ଲାରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ବିପଜ୍ଜନକ ପାହାଡ଼ିଆ ରାସ୍ତାରୁ ଖସି ହଜାର ଫୁଟ ଗଭୀର ଖାଲରେ ପଡ଼ିଛି । ଏହି ଦୁର୍ଘଟଣାରେ ପ୍ରାୟ ୨୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ…

ନାସିକରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ…

ନାସିକ: ମହାରାଷ୍ଟ୍ରର ନାସିକରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ରବିବାର ଦିନ ଏକ ସଡ଼କ ଦୁର୍ଘଟଣାରେ ଛଅ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।…

ଟ୍ରାକ୍ଟର ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ, ଜଣେ ଆହତ

ବାଲୁଗାଁ :  ଟ୍ରାକ୍ଟର ବାଇକ ମୁହାଁମୁହିଁ ଧକ୍କା  । ଦୁଇ ମୃତ, ଜଣେ ଆହତ  ।  ବାଇକରେ ତିନିଜଣ କ୍ରିକେଟ ଖେଳିବାକୁ ପ୍ରତାପ ଗ୍ରାମ ଅଭିମୁଖେ ଯାଉଥିବା ବେଳେ  ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟର ସହିତ ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା ତିନି ଜଣ ଆରୋହୀ ରାସ୍ତା ଉପରେ ଛିଟିକି…

ଏକା ସାଥିରେ ଜଳିଲା ଦୁଇ ଦୁଇଟି ଜୁଇ, ଦୁର୍ଘଟଣାରେ ଅନାଥ ହେଲା ୩ ବର୍ଷର ଝିଅ

ବ୍ରହ୍ମପୁର: ଏକା ସାଙ୍ଗେ ସଜଡ଼ା ଯାଉଛି ଦୁଇ ଦୁଇଟି କୋକେଇ । ଢୋଲ, ଗିନି କୀର୍ତ୍ତନର ଶବ୍ଦ ସାଙ୍ଗକୁ ବନ୍ଧୁ ବାନ୍ଧବ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟିପଡୁଛି ସାରା ପରିବେଶ । ସମସ୍ତଙ୍କ ଆଖିରେ ଲୁହ । ସମସ୍ତେ ଅବାକ ଓ ନିର୍ବାକ । କାରଣ ଗୋଟିଏ ଘରୁ ଉଠିଲା ଦୁଇ ଦୁଇଟି ମୃତଦେହ । …