Browsing Tag

accident in balasore

ଟ୍ରେନ ଝରକା ପାଖ ସିଟରେ ବସିବାକୁ ଜିଦି କରିଥିଲା ୮ ବର୍ଷର ଝିଅ, ଆଉ ଏମିତି ବଞ୍ଚିଗଲା ବାପ ଝିଅଙ୍କ ଜୀବନ

‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ ଅର୍ଥାତ୍‌ ଈଶ୍ୱରଙ୍କ କୃପା ଥିଲେ କେହି କିଛି କରିପାରିବେ ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଓଡିଶା ଟ୍ରେନ ଦୁର୍ଘଟଣାରେ ଦେଖିବାକୁ ମିଳିଛି । ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ବଞ୍ଚିଯାଇଛି ବାପା ଏବଂ ୮ ବର୍ଷ ଝିଅର ଜୀବନ ।…

ଟ୍ରକ୍‌କୁ ପଛରୁ ପିଟିଲା ମାଛ ବୋଝେଇ ଟ୍ରକ୍ : ଜଣେ ମୃତ, ୩ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକ୍‌କୁ ପଛରୁ ପିଟିଲା ମାଛ ବୋଝେଇ ଟ୍ରକ୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ରୂପ୍ସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମିରିଗିମୁଣ୍ଡି ଛକ ନିକଟରେ ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।…