Browsing Tag

accident in bhubaneswar

ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ୍‌ ଉପରେ ଦୁର୍ଘଟଣା, ବାଇକ୍‌ ଚାଳକକୁ ବଞ୍ଚାଇବାକୁ ଯାଇ ଭାରସାମ୍ଯ ହରାଇଲା କଣ୍ଟେନର

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ୍‌ ଉପରେ ଦୁର୍ଘଟଣା । ବାଇକ୍‌ ଚାଳକକୁ ବଞ୍ଚାଇବାକୁ ଯାଇ କଣ୍ଟେନର ଦୁର୍ଘଟଣା ହୋଇଛି । କଣ୍ଟେନରରେ ଥିବା ଡ୍ରାଇଭର ଓ କଣ୍ଡକ୍ଟର ସୁରକ୍ଷିତ ଅଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଖଣ୍ଡଗିରି ପୋଲିସ । କଣ୍ଟେନରଟି ବାଲେଶ୍ୱରରୁ…

ଖଣ୍ଡଗିରି ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଯୁବତୀଙ୍କ ଜୀବନ

ଭୁବନେଶ୍ବର: ଖଣ୍ଡଗିରି ଛକ ନିକଟରେ ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟଣାସ୍ଥଳରେ ହିଁ ଚାଲିଗଲା ଜଣେ ଯୁବତୀଙ୍କ ଜୀବନ। ସୂଚନା ଅନୁଯାୟୀ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଯୁବତୀ ଜଣଙ୍କ ନିଜ ସ୍କୁଟି ସହ ସିଧା ଟ୍ରକ୍ ଚକା ଭିତରକୁ ପଶିଯାଇ ଚାପି ହୋଇଯାଇଥିଲେ । ଏନେଇ ଖବର ପାଇ…

ଭୁବନେଶ୍ୱର ଫାୟାର ଷ୍ଟେସନ ଓଭର ବ୍ରିଜ ଉପରେ ଟ୍ରକକୁ ପିଟିଲା ଟ୍ରକ୍, ଗୁରୁତର ଅବସ୍ଥାରେ ଫସି ରହିଛନ୍ତି ଡ୍ରାଇଭର

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଫାୟାର ଷ୍ଟେସନ ଓଭର ବ୍ରିଜ ଉପରେ  ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପିଟିଲା ଟ୍ରକ୍ । ବିଶାଖାପାଟଣାରୁ ଭୁବନେଶ୍ୱର ଟାଟା କମ୍ପାନୀକୁ ଆସୁଥିବା ଏକ ଲୁହା ଚାନେଲ ବୋଝେଇ ଟ୍ରକ (NL01L 5789) ବ୍ରେକ ଫେଲ ହେବା କାରଣରୁ ଓଭର ବ୍ରିଜ ଉପରେ ସକାଳୁ ଠିଆ ହୋଇ…

ରାଜଧାନୀର ଚନ୍ଦ୍ରଶେଖରପୁର ନାଲ୍‌କୋ ଛକ ନିକଟରେ ଦୁଇଟି କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ, ୨ ଗୁରୁତର

ଭୁବନେଶ୍ବର: ରାଜଧାନୀରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୪ ମୃତ। ମୃତକଙ୍କ ମଧ୍ୟରେ ୩ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ଚନ୍ଦ୍ରଶେଖରପୁର ନାଲ୍‌କୋ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଅନ୍ୟ ୨ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।…

ଖାରବେଳ ନଗର ଥାନା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଭାରସାମ୍ଯ ହରାଇ ଫିଲ୍ମ ଷ୍ଟାଇଲରେ ଓଲଟିଲା କାର୍

ଭୁବନେଶ୍ବର: ଗତକାଲି ରାତିରେ ଖାରବେଳ ନଗର ଥାନା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଛି । ଲକ୍ ଡାଉନ୍ ଚାଲିଥିବାବେଳେ ଖୋଲା ସଡ଼କରେ ଘଟିଛି ଏହି ଦୁର୍ଘଟଣା । ବ୍ଯକ୍ତି ଜଣଙ୍କ ମଦ ପିଇ ବେପରୁଆ ଗାଡ଼ି ଚାଳନା କରୁଥିଲେ । ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି।…

ଟଙ୍କପାଣି ରୋଡ୍ ସାଇ ମନ୍ଦିର ନିକଟରେ ଅଟୋ ଓ ଟାଟା ଏସି ମୁହାଁ ମୁହିଁ ଧକ୍କା, ମହିଳା ଗୁରୁତର

ଭୁବନେଶ୍ବର: ଟଙ୍କପାଣି ରୋଡ୍ ସାଇ ମନ୍ଦିର ନିକଟରେ ଅଟୋ ଓ ଟାଟା ଏସି ମୁହାଁ ମୁହିଁ ଧକ୍କା । ଫଳରେ ଟାଟା ଏସି ଟି ଓଲଟି ପଡିଥିଲା ।ଘଟଣା ସ୍ଥଳରେ ଅଟୋରେ ବସିଥିବା ଜଣେ ମହିଳା ଗୁରୁତର ଆହାତ ହୋଇଛନ୍ତି । ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଅନ୍ଯପଟେ ଟାଟା ଏସି ଡ୍ରାଇଭର ଆହତ ହୋଇ…

ମୋ ବସ୍‌ ଧକ୍କାରେ ବାଇକ୍‌ ଚାଳକ ଆହତ, ଫେରାର ହେଉଥିବା ବେଳେ ଡ୍ରାଇଭର୍‌କୁ ଧରିଲେ ଲୋକେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ମୋ ବସ୍‌ ଚାଳକ ଘଟାଇଲେ ଦୁର୍ଘଟଣା । ଜଣେ ବ୍ୟକ୍ତି ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ । ଆଜି ଅପରାହ୍ନ ପ୍ରାୟ ୧୨.୪୫ ମିନିଟ୍‌ରେ ଭୁବନେଶ୍ୱର ବାଣୀବିହାର ନିକଟରେ ଏହି ଦୁର୍ଘଟଣା ଘଟିଛି । ମୋ ବସ୍‌ ଧକ୍କାରେ ଜଣେ ବାଇକ୍‌ ଚାଳକ ଛିଟିକି ପଡ଼ିଥିଲେ । ସେ ଆହତ…

ପହଞ୍ଚିପାରିଲାନି ଭାର: ଅଧାରେ ଚାଲିଗଲା ବାପାଙ୍କ ଜୀବନ, ପୁଅ ଗୁରୁତର

ଭୁବନେଶ୍ୱର(କେନ୍ୟୁଜ୍) : ପହଞ୍ଚିପାରିଲାନି ଭାର। ଅଧାରେ ଚାଲିଗଲା ଜୀବନ। ମର୍ମନ୍ତୁଦ ଦୁର୍ଘଟଣାରେ ବାପାଙ୍କର ଜୀବନ ଚାଲିଯାଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ୱର ଆଚାର୍ଯ୍ୟବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସ୍କୁଟିଟି…