Browsing Tag

accident in jajpur

ଯାଜପୁର: ୧୬ନଂ ଜାତୀୟ ରାଜପଥରେ ବଢୁଛି ଦୁର୍ଘଟଣା,ବାଇକକୁ ଧକା ଦେଲା ଟ୍ରକ, ୨ଗୁରୁତର

ଯାଜପୁର (କେନ୍ୟୁଜ): ୧୬ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା। ବାଇକକୁ ଧକ୍କା ଦେଲା ଟ୍ରକ। ଫଳରେ ଏହି ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର ଭାବେ ଆହତ। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟରେ ଆଜି ସନ୍ଧ୍ୟାରେ ଘଟିଛି ଏହି ଦୁର୍ଘଟଣା। ସୂଚନା…

୧୬ନଂ ଜାତୀୟ ରାଜପଥ ନେଲା ଆଉ ଏକ ଜୀବନ, ଅଜଣା ଗାଡି ଧକ୍କାରେ ସ୍କୁଟି ଆରୋହୀ ମୃତ

ଯାଜପୁର (କେନ୍ୟୁଜ) : ୧୬ନଂ ଜାତୀୟ ରାଜପଥର ପୁଣି ଏକ ଦୁର୍ଘଟଣା। ରାଜପଥର ଗୋକର୍ଣ୍ଣେଶ୍ୱର ନିକଟ ବ୍ରାହ୍ମଣୀ ବ୍ରିଜ ଉପରେ ଆଜି ଅପରାହ୍ନରେ ଘଟିଛି ଏହି ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଜଣେ ସ୍କୁଟି ଆରୋହି ମୃତ। ମୃତକ ହେଲେ ଜେନାପୁର ଥାନା କବାଟବନ୍ଧ ଅଂଚଳର ପରମାନନ୍ଦ ସାହୁଙ୍କ ପୁଅ…

୧୬ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା, ୩ ଗୁରୁତର

ଯାଜପୁର(କେନ୍ୟୁଜ) : ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଆଜି ପୁଣି ଏକ ଦୁର୍ଘଟଣା। ଛତିଆ ନିକଟ ନେଳିଆସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। OD 33 AA 4249 ନମ୍ବର କାର୍ ଚଣ୍ଡିଖୋଲ ପଟୁ କଟକ ଆଡକୁ ଯାଉଥିବା ବେଳେ ଏକ ହୋଣ୍ଡା ସାଇନ୍ ମୋଟର ସାଇକେଲ…

୧୬ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା, ଆମ୍ବ ବୋଝେଇ ଟ୍ରକକୁ ଧକ୍କା ଦେଲା ବଡ କଣ୍ଟେନର ୪ ଗୁରୁତର

ଯାଜପୁର (କେନ୍ୟୁଜ) : ୧୬ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା। ଫଳରେ ୪ଜଣ ଗୁରୁତର ଆହତ। ଆହତମାନଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ…

ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ଗଲା ୩ ଜୀବନ

ଯାଜପୁର: ଟ୍ରକ ପଛପଟୁ ଧକ୍କା ଦେଲା କାର। ଦୁର୍ଘଟଣାରେ ଗଲା ୩ ଜୀବନ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା କାର୍‌ । ଫଳରେ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଭୋରରୁ କାରଟି…

ଯାଜପୁର ରାଜପଥ ଛତିଆ ନିକଟ ବନ୍ଦାଳ ଛକରେ ଦୁଇଟି ପୃଥକ ଦୁର୍ଘଟଣା, ୨ ଯୁବକ ମୃତ

ଯାଜପୁର : ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣା । ରାଜପଥର ଛତିଆ ନିକଟ ବନ୍ଦାଳ ଛକରେ ପୃଥକ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ପ୍ରଥମ ଦୁର୍ଘଟଣାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀର ମୃତ୍ୟୁ ଘଟିଛି । ମୃତକ ହେଲେ ଧର୍ମଶାଳା ଥାନା କାଏମା ଗ୍ରାମର ତପନ ସାହୁ…

ଯାଜପୁର: ଅଚାନକ ସାମ୍ନାକୁ ଚାଲି ଆସିଲା ଗାଈ, ଫିଲ୍ମି ଷ୍ଟାଇଲରେ ରାସ୍ତା ଉପରେ ଘୂରି ଘୂରି ଓଲଟି ପଡିଲା ଗାଡି, ଅଳ୍ପକେ…

କେନ୍ୟୁଜ୍(ବ୍ୟୁରୋ): ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ। ଅଚାନକ ଗାଡି ସାମ୍ନାରେ ଏକ ଗାଈ ଆସି ଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ରାଜପଥ ଉପରେ ଓଲଟି ପଡିଥିଲା। ଏଥିରେ ଭୁବନେଶ୍ବରରୁ…

ଯାଜପୁର ୧୬ନଂ ଜାତୀୟ ରାଜପଥର ବାରବାଟୀ ପରିବା ହାଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ଜଣେ ମୃତ

ଯାଜପୁର(କେନ୍ୟୁଜ୍):  ଯାଜପୁର ୧୬ନଂ ଜାତୀୟ ରାଜପଥର ବାରବାଟୀ ପରିବା ହାଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍ ମାଡିଯିବାରୁ ଜଣେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ। ମୃତ ବ୍ୟକ୍ତି ହେଲେ ସ୍ଥାନୀୟ ଚିତ୍ରକୂଳ ଗ୍ରାମର ଜଳଧର ନାୟକ। ଆଜି ଭୋରରୁ ସେ ପରିବା ହାଟକୁ ଆସି ରାସ୍ତା ପାର ହେଉଥିବା…

ଯାଜପୁର: ୫୩ନଂ ଜାତୀୟ ରାଜପଥରେ ଦୁର୍ଘଟଣା, ଟ୍ରକ ଚାପାରେ ମହିଳାଙ୍କ ମୃତ୍ୟୁ

ଯାଜପୁର(କେନ୍ୟୁଜ) : ପୁଣି ୫୩ନଂ ଜାତୀୟ ରାଜପଥରେ ଦୁର୍ଘଟଣା। ଚଣ୍ଡିଖୋଲ ନିକଟ ଖୋସାଲିପୁର ରେଲୱେ ବ୍ରିଜ ଉପରେ ଟ୍ରକ ଚାପାରେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା ହେଲେ ବଡ଼ଚଣା ଥାନା ଅରଖପୁର ପଞ୍ଚାୟତ ବାରବାଟୀ ଗାଁର ଅନିତା ସାହୁ। ଆଜି ସନ୍ଧ୍ୟାରେ ସମ୍ପର୍କୀୟଙ୍କ ଶୁଦ୍ଧି କ୍ରିୟାରେ ଯୋଗଦେଇ…

ଯାଜପୁର: ଟ୍ରକ ଧକ୍କାରେ ଛାତ୍ରୀ ମୃତ, ଉତ୍ୟକ୍ତ ଲୋକେ କଲେ ରାସ୍ତା ଅବରୋଧ

ଯାଜପୁର(କେନ୍ୟୁଜ୍) : ଟ୍ରକ ଧକ୍କାରେ ଗଲା ଛାତ୍ରୀଙ୍କ ଜୀବନ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ରହ୍ମବରଦା ନିକଟ ଖଣ୍ଡାସ ଛକରେ। ମୃତ ଛାତ୍ରୀ ଜଣକ ହେଲେ ସ୍ଥାନୀୟ ବାଲିଗୁଡା ଗ୍ରାମର ଉତ୍ତମ ବେହେରାଙ୍କ ୧୦ବର୍ଷର ଝିଅ ରୂପାଲୀ ବେହେରା। ରୂପାଲୀ ମା ସହ ନିଜ ମାମୁଁ ଘର ଖଣ୍ଡାସକୁ…

ଯାଜପୁର: ରାସ୍ତାକଡରେ ଓଲଟିଲା ଯାତ୍ରୀବାହୀ ବସ୍, ୭ରୁ ଅଧିକ ଯାତ୍ରୀ ଆହତ

ଯାଜପୁର ରୋଡ( କେ ନ୍ୟୁଜ) : ଯାତ୍ରୀବାହୀ ବସ୍ ଓଲଟି ୭ ଆହତ ।  ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ନିକଟରେ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ।  କଟକରୁ କରଞ୍ଜିଆ ଅଭିମୁଖେ ଯାଉଥିଲା ଏହି  ଯାତ୍ରୀବାହୀ ବସ୍ "ନାୟକ '' ।   ପାଣିକୋଇଲି ନିକଟସ୍ଥ ଶର୍ମା ଟାଙ୍କି ନିକଟରେ ବସ୍ ଟି…

ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ ଚକା ତଳେ ଆସି ଚାଲିଗଲା ଛାତ୍ରୀଙ୍କ ଜୀବନ

ଯାଜପୁର ରୋଡ : ସ୍କୁଲରୁ ଫେରୁଥିବା ସମୟରେ ଟ୍ରକ ତଳେ ଆସି ଗଲା ନିରୀହ ଛାତ୍ରୀଙ୍କ ଜୀବନ।ଯାଜପୁର ଜିଲା ସୁକିନ୍ଦା ଥାନା ୫୩ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ଛକରେ ଘଟିଛି ଏହି ଅଘଟଣ । ମଙ୍ଗଳପୁର ସ୍କୁଲର  ତୃତୀୟ ଶ୍ରେଣୀ ଛାତ୍ରୀ ଦେବଯାନୀ ସ୍କୁଲ ସାରି ଘରକୁ ଫେରୁଥିବା ବେଳେ ଏହି ଅଘଟଣ…