Browsing Tag

accident in jaypore

ବାଇକ ଧକ୍କାରେ ଯୁବକଙ୍କ ମୃତ୍ୟୁ,ନ୍ୟାୟ ଦାବିରେ ରାଜରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକେ

ଜୟପୁର (କେନ୍ୟୁଜ୍): ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାଜରାସ୍ତା ଅବରୋଧ। ଜୟପୁର ବ୍ରାହ୍ମଣୀପୁଟରେ ବାଇକ ଧକ୍କାରେ ଗୁରୁତର ଆହତ ଯୁବକଙ୍କୁ କୋରାପୁଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ବାଟରେ ମୃତ୍ୟୁ ହୋଇଥିଲା । କ୍ଷତିପୂରଣ ଦାବିରେ ଜୟପୁର ସଦର ଥାନା ସମ୍ମୁଖରେ ଶବ ରଖି…