ଯୋଡ଼ାରେ ଭୟଙ୍କର ଦୁର୍ଘଟଣା: ବାଇକ ଧକ୍କା ପରେ ମାଡ଼ିଗଲା ଟ୍ରକ, ୩ ମୃତ ; ୩ ଗୁରୁତର
ଯୋଡ଼ା: ମର୍ମନ୍ତୁଦ ଦୁର୍ଘଟଣାରେ ୩ ମୃତ ଓ ୩ ଗୁରୁତର । ଯୋଡ଼ା ଡିଏଭି ସ୍କୁଲ ଫ୍ଲାଇଓଭର ନିକଟରେ ଦୁର୍ଘଟଣା ଘଟିଛି । ବାଇକ ସହ ବାଇକ ଧକ୍କା ପରେ ମାଡ଼ିଗଲା ଟ୍ରକ । ଏଯାଏ ମୃତକଙ୍କ ପରିଚୟ ମିଳପାରିନାହିଁ । ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ…